ପୁଲୱାମା ଆକ୍ରମଣରେ ବଳିଦାନୀ ପରିବାରଙ୍କୁ ସହାୟତା ପାଇଁ ଆହ୍ୱାନ


ଫେବୃୟାରୀ ୧୪ ତାରିଖରେ  କାଶ୍ମୀର ଘାଟିର ପୁଲୱାମାରେ ସୁରକ୍ଷାବଳ ଉପରେ ହୋଇଥିବ।। ଆତ୍ମଘାତି ଆକ୍ରମଣରେ ସୁରକ୍ଷାବଳର ୪୫ରୁ ଅଧିକ ବୀରଙ୍କ ବଳିଦାନ ହୋଇଛି । ସମଗ୍ର ଦେଶ ଏଥିପାଇଁ ମର୍ମାହତ ହୋଇପଡିଛି । ବସ୍ତୁତ  ଏହା ଅପ୍ରତ୍ୟକ୍ଷ ଯୁଦ୍ଧ ପରି ସ୍ଥିତି ଅଟେ । ଯେପରି ଦେଶର କୌଣସି ନା କୌଣସି ଭାଗରେ ପ୍ରତିଦିନ ସୁରକ୍ଷାବଳ ବଳିଦାନ ଦେଉଛନ୍ତି, ସେଥିପାଇଁ ଆମେ ଶାନ୍ତିରେ ରହିପାରୁଛୁ ।
ମାତୃଭୂମିର ରକ୍ଷା ପାଇଁ ନିଜର ଜୀବନକୁ  ମାତୃଭୂମିର ସେବାରେ ସମର୍ପି ଦେଇଥିବା ବଳିଦାନୀଙ୍କ ପରିବାରଙ୍କ ଦୁଃଖରେ ଆମେ ସମସ୍ତେ ସେମାନଙ୍କ ସାଥିରେ । ସେମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ଏବଂ ଦେଶର ଏହି ଦାୟିତ୍ୱ ହେଉଛି ଯେ ସେମାନଙ୍କର ବୃଦ୍ଧ ମାତା-ପିତା, ପତ୍ନୀ-ପିଲାଙ୍କ ଶିକ୍ଷା ଦୀକ୍ଷା ଏବଂ ଜୀବନ ନିର୍ବାହ ପାଇଁ ଚିନ୍ତା କରିବାର ସମୟ ।
ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସୁରକ୍ଷା ବଳଙ୍କ ପରିବାରଙ୍କ ସହାୟତା ପାଇଁ ‘ଭାରତର ବୀର’ ଆପ୍  ବା ୱେବସାଇଟ  ମାଧ୍ୟମରେ ଆମେ ସେହି ବଳିଦାନୀଙ୍କ ପରିବାରମାନଙ୍କ ପାଇଁ ବ୍ୟକ୍ତିଗତ ରୂପରେ ସହାୟତା ରାଶୀ ପହଂଚାଇ ପାରିବା ।  ଏଥିରେ ଗୋଟିଏ ପରିବାରରୁ ଅଧିକ ପରିବାର ପର୍ଯ୍ୟନ୍ତ ସହାୟତା ପହଂଚାଇବା ଏବଂ ‘ଭାରତର ବୀର’ ସ୍ଥାୟୀ ନିଧିରେ ଯୋଗଦାନର ବିକଳ୍ପ ଉପଲବ୍ଧ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତା  ଏହି ଅବସରରେ  ସଦାବେଳେ ନିଜର ଦାୟିତ୍ୱ ପାଳନ ପାଇଁ ଆଗେଇ ଆସିବାକୁ ହେବ । ଯାହାକି ଏହି ଅବସର ଆମର ସମ୍ମୁଖରେ ଆଜି ଉପସ୍ଥିତ । ସଂଘର ସମସ୍ତ ସ୍ୱୟଂସେବକ ଏବଂ ସମସ୍ତ ଦେଶଭକ୍ତ ସମାଜକୁ ଆହ୍ୱାନ କରୁଛି କି ଏହାକୁ ନିଜର କର୍ତବ୍ୟ ରୂପେ ମାନି ଯଥାସମ୍ଭବ ସହଯୋଗ  କରନ୍ତୁ  ଏବଂ ଏଥି ସହିତ ଏହି ଚୁନତିପୂର୍ଣ୍ଣ ପରିସ୍ଥିତିରେ ଏକତା,  ଧୈର୍ଯ୍ୟ ଏବଂ ସଂଜମତାର ପରିଚୟ ଦିଅନ୍ତୁ ।
ଯୋଗଦାନ ସିଧା ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ‘ ଭାରତର ବୀର’ ଆପ୍  ଅଥବା  ‘Indian brave hearts website ’ ଦେଇ ପାରିବେ ।
ସରକାର୍ଯ୍ୟବାହ

बलिदानियों के परिवार की सहायता हेतु आह्वान
राष्ट्रीय स्वयंसेवक संघ   17-Feb-2019


                                                                                                              4 फरवरी को कश्मीर घाटी के पुलवामा में सुरक्षा बलों पर हुए आत्मघाती हमले में 45 से अधिक वीर सुरक्षाबलों का बलिदान हुआ है। पूरा देश इससे व्यथित है। वस्तुतः यह अप्रत्यक्ष युद्ध जैसी स्थिति है जिसमें देश के किसी न किसी भाग में प्रतिदिन सुरक्षा बल बलिदान दे रहे हैं ताकि हम शांति से रह सकें।
मातृभूमि की रक्षा में अपने जीवन न्यौछावर करने वाले बलिदानियों के परिजनों की पीड़ा में हम सभी उनके साथ हैं। उन्होंने देश के लिये जीवन दिया है और देश का यह दायित्व है कि उनके वृद्ध माता-पिता और पत्नी-बच्चों की शिक्षा-दीक्षा और जीवन निर्वाह के लिये चिन्ता करे।
भारत सरकार द्वारा सुरक्षा बलों के परिवारों की सहायता के लिये की गयी पहल "भारत के वीर" ऐप अथवा वेबसाइट के माध्यम से हम उन बलिदानियों के परिवार तक व्यक्तिगत रूप से सहायता राशि पहुंचा सकते हैं। इस पर एक से अधिक परिवारों तक सहायता पहुंचाने तथा “भारत के वीर” स्थायी निधि में योगदान के विकल्प उपलब्ध हैं।
राष्ट्रीय स्वयंसेवक संघ के कार्यकर्ता ऐसे अवसरों पर सदैव अपने दायित्व की पूर्ति के लिये आगे आये हैं। ऐसा ही अवसर हमारे सामने आज उपस्थित हुआ है। संघ सभी स्वयंसेवकों सहित समस्त देशभक्त समाज से आह्वान करता है कि वे अपना कर्तव्य मान कर यथासंभव सहयोग करें और इसके साथ ही इस चुनौतीपूर्ण परिस्थिति में एकजुटता, धैर्य एवं संयम का परिचय दें।
योगदान सीधा गृह मंत्रालय द्वारा संचालित “भारत के वीर” ऐप के माध्यम से अथवा Indian brave hearts website पर दिया जा सकता है।

Comments