ଏହି ଗାଆଁରେ ନିର୍ବାଚନ ପ୍ରଚାର ନିଷିଦ୍ଧ ଗୁଜୁରାଟର ରାଜକୋଟ ଜିଲ୍ଲାରେ ଥିବା ଏକ ଗ୍ରାମ ରାଜ ସମଢିୟାଲରେ କୌଣସି ରାଜନୈତିକ ଦଳକୁ ନିର୍ବାଚନ ପ୍ରଚାର କରିବାକୁ ଦିଆଯାଏ ନାହିଁ । ଗ୍ରାମବାସୀ ମନେକରନ୍ତି ଯେ ଗାଆଁରେ ନିର୍ବାଚନ ପ୍ରଚାର ହେଲେ ପରିବେଶ ପ୍ରଦୂଷିତ ହୋଇଯିବ । ଏହି ଗାଆଁରେ ଏଭଳି ଏକ ନିୟମ ଅଛି, ଯଦି ଜଣେ ନାଗରିକ ଭୋଟ୍ ନ ଦିଅନ୍ତି, ତେବେ ତାକୁ ୫୧ ଟଙ୍କାର ଜରିମାନା ଦେବାକୁ ପଡ଼ିଥାଏ । ଏହି ଗାଆଁର ସରପଞ୍ଚ ଅଶୋକ ଭାଇ ବାଘେରା କହନ୍ତି, ଆମର ପୂର୍ବତନ ସରପଞ୍ଚ ହରଦେବ ସିଂହ ଜାଡେଜାଙ୍କ ଅମଳରୁ ଏହି ଗାଆଁରେ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଛି । ଏହି ଗାଆଁରେ ଶତ ପ୍ରତିଶତ ଭୋଟିଂ ହେବା ସମସ୍ତେ ଆଶା କରିଥାନ୍ତି । କିନ୍ତୁ ଗତ ନିର୍ବାଚନରେ ଏଠାରେ ୯୫ରୁ ୯୬ ପ୍ରତିଶତ ଭୋଟିଂ ହୋଇଥାଏ । ରାଜ ସମଢିୟାଲ ଗାଆଁ ଏହି କାରଣରୁ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି । ଏହି ଗାଆଁ ଏକ ଆଦର୍ଶ ଗ୍ରାମ । ଏଠାରେ କୌଣସି ଘରେ ବା ଦୋକାନରେ ତାଲା ପଡ଼େନାହିଁ ।୬. ଘର କିମ୍ୱା ଜମିବାଡ଼ି କିଣିବାକୁ ଯାଉଥିଲେ, ଗୁଡ଼ ଖାଇ ଘରୁ ବାହାରନ୍ତୁ । ଏହା ସମସ୍ତ ବାଧାବିଘ୍ନ ଦୂର କରିଥାଏ ।

Comments
Post a Comment