ଅସ୍ତରଙ୍ଗ ୧୧ । ୦୨ : ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମ ପଂଚାୟତର ରାଇବେରୁଆଁ ଗ୍ରାମର, ବିଶ୍ୱନାଥ ଯୁବ ପରିଷଦ ଦ୍ୱାରା ଆୟୋଜିତ ଅଷ୍ଟପ୍ରହର ନାମ ଯଜ୍ଞରେ ସୁଦୂର ସୁଇଜରଲ୍ୟାଣ୍ଡର ୬ଜଣ ପୁରଷ ଓ ମହିଳା ଅଷ୍ଟପ୍ରହର ନାମଯଜ୍ଞ କରିଥିବା ଦେଖିବାକୁ ମିଳିଅଛି । ଏହି ସୁଇଜରଲ୍ୟାଣ୍ଡର ନାଗରୀକ ମାନେ ଭାରତୀୟ ପରମ୍ପରାରେ ନିଜକୁ ସାମିଲ କରି ବିଦେଶୀନି ମାନେ ଶାଢ଼ି ପିନ୍ଧିଥିବା ବେଳେ ପୁରୁଷ ମାନେ ଧୋତି ଓ ପାଇଜାମା ପରିଧାନ କରିଥିଲେ । ବିଭିନ୍ନ ଭାବ ଭଙ୍ଗିରେ ହାତକୁ ହାତ ଧରି ଯାଂଜ ଓ ମୃଦଙ୍ଗର ତାଳେ ତାଳେ, ସେମାନଙ୍କର ମୂହଁରେ ଥିଲା “ହରେ କୃଷ୍ଣ ହରେ ରାମ, ନିତେଇ ଗୈାର ରାଧେ ଶ୍ୟାମ୍” । ସେମାନଙ୍କ କହିବା ଅନୁଯାଇ ଆମ୍ଭର ଧନ, ଦୈାଲତ କୋଠାବାଡି ଆଦି ଥିଲେ ମଧ୍ୟ ସେମାନଙ୍କ ମନରେ ଶାନ୍ତି ନଥିବାରୁ ସୁଦୂର ସୁଇଜରଲ୍ୟାଣ୍ଡରୁ ଛୁଟି ଆସିଛନ୍ତି ଜଗନ୍ନାଥ ଦେଶକୁ ଭଗବାନଙ୍କ ନାମ ସଙ୍କିର୍ତ୍ତନ କରିବାକୁ ।

Comments
Post a Comment