ପାଟଣା- ୧୮/୩ : ସରସ୍ୱତି
ଶିଶୁ ମନ୍ଦିର ପାଟଣା ଠାରେ ରାଷ୍ଟ୍ରୀୟ ନବ
ବର୍ଷ ମହା ଧୁମ୍ ଧାମରେ ପାଳିତ ହୋଇ
ଯାଇଛି । ଅନୁଷ୍ଠାନର ବିଦ୍ୟାର୍ଥୀ ସମୁହ
ରାଷ୍ଟ୍ର ବନ୍ଦନା ହୋଇଥିଲା । ଆଧ୍ୟାତ୍ମିକ
ଆସର, ଶ୍ରୀ ଜଗନ୍ନାଥ ତତ୍ତ୍ୱ, ନବ ବର୍ଷର
ମହତ୍ତ୍ୱ ବିଷୟରେ ଆଲୋଚନା
କରିଥିଲେ, ଭଜନ, କୀର୍ତ୍ତନ ମଧ୍ୟ
ଦେଖିବାକୁ ମିଳିଥିଲା । ପ୍ରଧାନ ଗୁରୁଜୀ
ସତ୍ୟଜିତ୍ ପ୍ରଧାନ, ଗଣେଶ୍ୱର କର,
ଛାତ୍ରଛାତ୍ରୀଙ୍କ ରାଷ୍ଟ୍ରିୟ ନବବର୍ଷର
ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ
ଦିଗ୍ଦର୍ଶନ ଦେଇଥିଲେ । ଉକ୍ତ ଉତ୍ସବରେ
ସମସ୍ତ ଗୁରୁଜୀ, ଗୁରୁମା, ସେବକ,
ସେବିକାମାନେ ସହଯୋଗ କରିଥିଲେ ।
ଶିଶୁ ମନ୍ଦିର ପାଟଣା ଠାରେ ରାଷ୍ଟ୍ରୀୟ ନବ
ବର୍ଷ ମହା ଧୁମ୍ ଧାମରେ ପାଳିତ ହୋଇ
ଯାଇଛି । ଅନୁଷ୍ଠାନର ବିଦ୍ୟାର୍ଥୀ ସମୁହ
ରାଷ୍ଟ୍ର ବନ୍ଦନା ହୋଇଥିଲା । ଆଧ୍ୟାତ୍ମିକ
ଆସର, ଶ୍ରୀ ଜଗନ୍ନାଥ ତତ୍ତ୍ୱ, ନବ ବର୍ଷର
ମହତ୍ତ୍ୱ ବିଷୟରେ ଆଲୋଚନା
କରିଥିଲେ, ଭଜନ, କୀର୍ତ୍ତନ ମଧ୍ୟ
ଦେଖିବାକୁ ମିଳିଥିଲା । ପ୍ରଧାନ ଗୁରୁଜୀ
ସତ୍ୟଜିତ୍ ପ୍ରଧାନ, ଗଣେଶ୍ୱର କର,
ଛାତ୍ରଛାତ୍ରୀଙ୍କ ରାଷ୍ଟ୍ରିୟ ନବବର୍ଷର
ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ
ଦିଗ୍ଦର୍ଶନ ଦେଇଥିଲେ । ଉକ୍ତ ଉତ୍ସବରେ
ସମସ୍ତ ଗୁରୁଜୀ, ଗୁରୁମା, ସେବକ,
ସେବିକାମାନେ ସହଯୋଗ କରିଥିଲେ ।
Comments
Post a Comment