ଶ୍ରୀନଗରରେ ତହରିକ୍-ଏହୁରିୟତର ନବନିଯୁକ୍ତ ଅଧ୍ୟକ୍ଷ ଅସରଫ ସରଇଙ୍କ ପୁଅ ଜୁନୈଦ ଅସରଫ ଖାନ୍ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି । ୨୬ ବର୍ଷୀୟ ଜୁନୈଦ କିଛି ଦିନ ହେଲା ନିଖୋଜ ଥିଲା । ତେବେ ଜୁନୈଦ ଏକ ଏକେ-୪୭ ବନ୍ଧୁକ ଧରି ଉଠାଇଥିବା ଫଟୋ ଗତ ମାର୍ଚ ୨୫ ତାରିଖରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏହାପରେ ସେ ଆତଙ୍କବାଦୀ ସଂଗଠନରେ ଯୋଗଦାନ କରିବା ନେଇ ଜଣାପଡ଼ିଥିଲା ।

Comments
Post a Comment