୧୦ ମାଓବାଦୀଙ୍କ ଆତ୍ମସର୍ମପଣ

ମାଲକାନଗିରି, ୧୯ ।୩  : ସୀମାକୁ ଛତିଶଗଡ ରାଜ୍ୟ ଚିତ୍ରକୋଣ୍ଡା ଜିଲ୍ଲା ପୁଲିସ ଅଧ୍ୟକ୍ଷଙ୍କ ନିକଟରେ ଜଣେ ମହିଳା ମାଓବାଦୀ ସମେତ ୧୦ ଜଣ ଆତ୍ମ ସର୍ମପଣ କରିଛନ୍ତି  । ରାଜ୍ୟରେ ମାଓ ବିରୋଧୀ ଅପରେସନକୁ ଜୋରଦାର କରାଯାଇଥିବାରୁ ଏଥିରେ ଭୟଭୀତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ବିତାଇବା ଆଶାରେ ବାୟନାର, ବଡେ ତୋଗର ଓ ଟାନୋରା ସୀମା ଅଞ୍ଚଳରେ ସକ୍ରିୟ ଥିବା ୧୦ ଜଣ ମାଓବାଦୀ ଆତ୍ମ ସର୍ମପଣ କରିବାକୁ ଆଗେଇ ଆସିଥିଲେ  । ଏମାନଙ୍କ ନାମରେ ୧୮ଟି ମାଓ ମାମଲା ରହିଛି  ।

Comments