ଶ୍ରୀମାନ ଶାନ୍ତନୁ ରଘୁନାଥ ସାଣ୍ଡେଜୀ, ଯେକି ଆଜୀବନ ବ୍ରହ୍ମଚାରୀ ରୂପେ RSS ର ପ୍ରଚାରକ ଜୀବନ ଅତିବାହିତ କରିଥିଲେ ଏବଂ ବିଦ୍ୟାଭାରତୀଙ୍କ ବିବିଧ ଦାୟିତ୍ୱ ନିର୍ବାହ କରି ଅଖିଳ ଭାରତୀୟ ମହାମନ୍ତ୍ରୀ ପଦରେ ସେବା ଦେଇଥିଲେ ।ସେ ଛାତ୍ରବତ୍ସଳ , ଶିକ୍ଷାରେ ସର୍ଜନଶୀଳ , ନିରନ୍ତର ପ୍ରବାସୀ ,ଆଚାର୍ଯ୍ୟକୁଳ ପ୍ରେମୀ ଥିଲେ ।ତାଙ୍କୁ ହରାଇ ବିଦ୍ୟାଭାରତୀଙ୍କ ଅପୁରଣୀୟ କ୍ଷତି ହୋଇଛି । ତା ୨୨/୪/୨୦୧୮ ରିଖ ସକାଳେ ସେ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ।

Comments
Post a Comment