ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, କୁନ୍ଦୁରୁନାଲା, ଯୋଡ଼ା ବୌଦ୍ଧିକ ମଣ୍ଡପରେ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଉକ୍ତ ସଭାରେ ଯୋଡ଼ା ପୌରପାଳିକାର କାର୍ଯ୍ୟପାଳିକା ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟମଣି ପାଟ୍ଟଯୋଶୀ, ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର, ସି.ଇ.ଓ ସୁପ୍ରଭା ପାଣିଗ୍ରାହୀ, ସି.ଇ.ଓ ତ୍ରିବେଣୀ ସାହୁ, ମଲ୍ଟି ପରପସ୍ ସ୍ୱାସ୍ଥ୍ୟ କର୍ମୀ ମୋହନ ଚରଣ ବାରିକ ଉପସ୍ଥିତ ରହି ସଚେତନତାର ବାର୍ତା ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାନ୍ତ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ କରିଥିଲେ ।

Comments
Post a Comment