ଚଣ୍ଡିଖୋଲ,୧୬/୪-ଆଧୁନିକତାର ·କଚକ୍ୟରେ ହଜିଯାଉଥିବା ଗୁରୁଶିଷ୍ୟର ପରମ୍ପରାକୁ ଉଜ୍ଜ୍ୱିତ କରିବା ସହିତ ପୁରାତନ ଗୁରୁକୁଳ ଶିକ୍ଷାବ୍ୟବସ୍ଥା, ସୁସ୍ଥ ଶୈକ୍ଷିକ ବାତାବରଣ ମଧ୍ୟରେ ପିଲାମାନଙ୍କ ବୌଦ୍ଧିକ, ମାନସିକ ଓ ନୈତିକ ଶିକ୍ଷା ଉନ୍ନତି କରିବା ପାଇଁ ଗୁରୁଜୀ , ଗୁରୁମାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ବଡ଼ଚଣାର ଧାନମଣ୍ଡଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିରର ପ୍ରଧାନ ଆ·ର୍ଯ୍ୟ ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାମୀ ଅସିମାନନ୍ଦ ସରସ୍ୱତୀ ଏହା ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥି ଭାବେ ବଡ଼ଚଣାର ବିଧାୟକ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଭାରତୀୟ ଶିକ୍ଷା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜିବିତ କରିବାରେ ଶିଶୁ ମନ୍ଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜିର ଶିଶୁ କାଲିର ନାଗରିକ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉଜ୍ଜିବିତ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବଡ଼ଚଣା ଶିକ୍ଷାଧିକାରୀ ସୁସ୍ମିତା ସାହୁ, ଅଧ୍ୟାପକ ଦିଲିପ୍ କୁମାର ନାୟକ, ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ଶୁକ୍ଳ ପ୍ରମୁଖ ପିଲାମାନଙ୍କୁ ବହୁ ଉପାଦେୟ ଓ ଉପଦେଶ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ବଡ଼ଚଣାର ବିଧାୟକ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଭାରତୀୟ ଶିକ୍ଷା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜିବିତ କରିବାରେ ଶିଶୁ ମନ୍ଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜିର ଶିଶୁ କାଲିର ନାଗରିକ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉଜ୍ଜିବିତ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

Comments
Post a Comment