ଶିଶୁ ମନ୍ଦିରର ଅଦ୍ଭୂତ ସଫଳତା
ଯୋଡା, ୭ ।୫ : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡା ମ୍ୟୁନିସିପାଲିଟିର ୪ ନଂ ୱାଡ ମୁକୁଲୁରିନାଲା ବସ୍ତିରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨୦୧୮ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୧୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୫ ଜଣ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି । ଏ-୧ ଗ୍ରେଡରେ (୨) ଜଣ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ର ଯଥା - ପାଏଲ୍ ବଳ ଓ ଆଲୋକ ପ୍ରସାଦ ଦାସଙ୍କ ସମେତ ଏ-୨ରେ ୧୪ଜଣା, ବି- ୧ରେ ୨୧, ବି-୨ରେ ୨୬, ସି-- ୩୭, ଡି-୨୯, ଇ-୬, ଏଫ୍-୨ ଏହି ଭଳି ଫଳଫଳକୁ ଛାତ୍ରଛାତ୍ରୀ ଅବିଭାବକ ଗୁରୁଜୀ ଓ ଗୁରୁମାଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳେଇ ଦେଇଛି ।

Comments
Post a Comment