ସରସ୍ୱତୀ ଶିଶୁ ମନ୍ଦିରର ସଫଳତା
ଚମ୍ପୁଆ,୭ା୫ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚମ୍ପୁଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ୯୯.୨୦ ପ୍ରତିଶତ ଫଳ କରିଥିବା ଜଣାପଡିଛି । ୧୨୬ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୧୨୫ ଜଣ ପାସ କରିଥିବା ବେଳେ ଏ-୧ ରେ ଅଙ୍କିତା ମହାନ୍ତ ୯୦ ପ୍ରତିଶତ ନମ୍ବର ରଖିଛନ୍ତି । ଏ-୨ ରେ ୧୪ ଜଣ, ବି- ୧ ରେ ୨୮ ଜଣ, ବି-୨ ରେ ୩୯ ଜଣ, ସି ରେ ୩୨ ଜଣ, ଡି ରେ ୭ ଜଣ, ଇ ରେ ୪ଜଣ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ସୂଚନା ଦେଇଛନ୍ତି ।

Comments
Post a Comment