ସୋନପୁର, ୭/୫ : ଚଳିତ ୨୦୧୭/୧୮ ଶିକ୍ଷାବର୍ଷ ହାଇସ୍କୁଲ ପରୀକ୍ଷାରେ ୫୭୪ ମାର୍କ ରଖି ସୁବର୍ଣ୍ଣପୁର ଜିଲ୍ଲା ମାଟ୍ରିକ ଟପ୍ପର ଭାବେ ସୋନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ ହୋଇଥିବାବେଳେଶିଶୁ ବିଦ୍ୟାମନ୍ଦିରର ୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ରେ ୫ଜଣ, ଏ- ରେ ୧୬ଜଣ, ବି-୧ରେ ୧୫ଜଣ, ସି ଗ୍ରେଡ୍ରେ ୩୬ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଜଣେ ଛାତ୍ର ଫେଲ ହୋଇଥିବା ଜଣାପଡିଛି ।

Comments
Post a Comment