ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ବ୍ୟକ୍ତିତ୍ୱ ଅଟଳଜୀ ଆମକୁ ଛାଡି ଚାଲି ଯାଇଛନ୍ତି । ତାଙ୍କପରି ବିଶାଳ ଓ ସର୍ବଜନାଦୃତ ମଣିଷ ଆଜି ଆମ ପାଇଁ ବିରଳ । ତାଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଅପୂରଣୀୟ । ଏ ରାଷ୍ଟ୍ର କେବଳ ଗଭୀର ପ୍ରାର୍ଥନା ମାଧ୍ୟମରେ ଦିବଙ୍ଗତ ଆତ୍ମାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି : ଡ.ମୋହନ ଭାଗବତ

Comments
Post a Comment