କେରଳରେ ବନ୍ୟା ପୀଡିତଙ୍କ ସହାୟତା ପାଇଁ ଆରଏସ୍ଏସ୍,ଓଡିଶା ତରଫରୁ ନିବେଦନ



ଭୁବନେଶ୍ୱର,୨୪/୮;କେରଳର ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ଭାଇ ଭଉଣୀମାନଙ୍କ ସହାୟତା ନିମିତ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ସମସ୍ତ ସ୍ୱୟଂସେବକ ବନ୍ଧୁ, ଶୁଭେଚ୍ଛୁ ଓ ସହୃଦୟ ବ୍ୟକ୍ତିମାନଙ୍କୁ ମୁକ୍ତ ହସ୍ତରେ ଅର୍ଥ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ଯେଉଁ ବନ୍ଧୁମାନେ ସାହାଯ୍ୟ କରିବେ ସେମାନେ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିମ୍ନ ଲିଖିତ ଆକାଉଂଟରେ ଜମା କରି ପାରବେ ।  ଆକାଉଣ୍ଟ ନାମ: ଉକ୍ରଳ ବିପନ୍ନ ସହାୟତା ସମିତି,ଆକାଉଣ୍ଟ ନମ୍ବର: ୫୫୫୩୧୦୧୧୦୦୦୯୧୫୩, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଚନ୍ଦକା ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସ, IFSC CODE: BKID-0005553। ଦରକାର ପଡିଲେ ମୋବାଇଲ ନମ୍ବର-୭୦୦୮୬୧୩୧୬୯ ଏବଂ ୯୪୩୭୫୭୮୯୮୩ରେ ଯୋଗାଯୋଗ କରି ପାରିବେ ।

Comments