ଭୁବନେଶ୍ୱର,୧୬/୮ : ପୂର୍ବତନ ପ୍ରଧାମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଭୁବନେଶ୍ୱର ସ୍ଥିତ ଅଟଳ ବିହାରୀ ବାଜପେୟୀ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଇନ୍ଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡ.ବଂଶୀଧର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଶୋକସଭାରେ ପ୍ରଥମେ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଶୋକସଭାରେ ଇଂ.ଚିନ୍ମୟ ବୋଡେ, ଇଂ.ଶୁଭ୍ରାଂଶୁ ପାଟଯୋଶୀ, ସ୍ତମ୍ଭକାର ଏସ୍.ହରିପ୍ରିୟ, ଡ.ପଦ୍ମାଳୟା ପଣ୍ଡା, ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ର, ହରିହର ଶତପଥୀ, ଗଜାନନ ପ୍ରକାଶ ଶତପଥୀ ପ୍ରମୁଖ ଅଟଳଜୀଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

Comments
Post a Comment