ଭୁବନେଶ୍ୱର,୧୫/୮ : ସ୍ୱାଧୀନତା ଦିବସ ଅବସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ମୁଖ୍ୟକାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ସଂଘର ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସ୍ୱାଧୀନତା ସଂଗ୍ରାମୀ,ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସଂଗ୍ରାମକରି ଶହୀଦ ହୋଇଥିବା ଅମର ବୀର ଜବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ପ୍ରସାଦ ନନ୍ଦ, ମହାନଗର କାର୍ଯ୍ୟବାହ ଶ୍ରୀ ପ୍ରସନ୍ନ କୁମାର ସେନାପତି, ସହକାର୍ଯ୍ୟବାହ ଶ୍ରୀ ସୁବ୍ରତ କୁମାର ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment