ଶିଶୁ ମନ୍ଦିରର ଜନ୍ମାଷ୍ଟମି ଉତ୍ସବ ପାଳିତ


ଚମ୍ପୁଆ, ୨ା୯ : ପବିତ୍ର ଜନ୍ମାଷ୍ମମୀ ତଥା ଶ୍ରିକୃଷ୍ଣଙ୍କର ଜନ୍ମ ଅବସରରେ ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମି ଉସô୍ବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତିପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହ ଉସô୍ବରେ ମୂଖ୍ୟ ଅତିଥି ଭାବେ ତୁଳସିରାମ ମାହାନ୍ତ ଯୋଗଦେଇ ଶ୍ରୀକୃଷ୍ଣଙ୍କ ବାଲ୍୍ୟଲିଳା ବର୍ଣ୍ଣନା କରିବା ସହିତ ଶ୍ରୀମଦ ଭାଗବତ ଗୀତା ବିଷୟ ôରେ କହୁଥିଲେ । ପ୍ରଧାନ ଆଚାୟ ଧରଣି ଧର ଦାସ ଭଗବାନ ବିଷ୍ଣୁଙ୍କର ଦଶଅବତାର ସମର୍କରେ ବାଖ୍ୟା କରିବା ସହିତ ଶ୍ରୀକୃଷ୍ଣଙ୍କୁ ଯୋଗ ଗୁରୁ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ ।

Comments