ବଲାଙ୍ଗିର,୧୨/୧୧ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସ୍ଥାନୀୟ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ପରିଷଦରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ବିବିଧ କ୍ଷେତ୍ରର ୧୮ରୁ ୪୦ ବର୍ଷର ଯୁବକମାନେ ଯୋଗଦେଇଥିଲେ । ଯୁବ ସମ୍ମିଳନୀର ସଂଯୋଜକ ଭାବରେ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ସୁନିଲ କୁମାର ସେଠୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସାମାଜିକ ସମରସତାର ବିଭାଗ ପ୍ରମୁଖ ଡମ୍ବୁରଧର କର୍ମୀ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସଂଘ ବିଭାଗର ସଂଘ ·ଳକ ଜନ୍ମେଜୟ ପାଣିଗ୍ରାହୀ, ଜିଲ୍ଲା ସଂଘ ·ଳକ ସଚିକାନ୍ତ କାଲସାଏ, ସଂଘର ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ମଗନଲାଲ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ । ସଭାରେ ରାଷ୍ଟ୍ରୀୟ ନିର୍ମାଣରେ ଯୁବ ଶକ୍ତିର ଭୂମିକା ଓ ରାଷ୍ଟ୍ରୀୟ ବି·ର ଧାରା ଉପରେ ଆଲୋଚନା ହୋଇଥିଲା । ସଭାରେ ସଂଘର ଆଗାମୀ କାର୍ଯ୍ୟକ୍ରମ ମହିଳା ସମ୍ମିଳନୀ ଏବଂ ବ୍ଲକ ସ୍ତରୀୟ ସମ୍ମିଳନୀ ପାଇଁ ଜିଲ୍ଲା ପ୍ରଚାର ସନ୍ତୋଷ କୁମାର ବେହେରାଙ୍କ ଉପସ୍ଥିତିରେ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରି·ଳନାରେ ଜିଲ୍ଲାର ସଂଘ ବ୍ୟବସ୍ଥା ପ୍ରମୁଖ ସୁରେନ୍ଦ୍ର ସେଠ, ରାକେଶ ମୁଦୁଲି, ଶୁଭାଷିତ ବଘାର, ପ୍ରକାଶ ତରିଆ, ଦେବାଶିଷ ଶତପଥି, ତର୍ଜିତ ମିଶ୍ର, ସାନନ୍ଦ ବାଗ, ଶୁଶାନ୍ତ ନାୟକ, ଲୋକନାଥ ପାତ୍ର, ଅରୁଣ ସାହୁ, ପ୍ରମୁଖ ସହଯୋଗ କରିଥିଲେ ।

Comments
Post a Comment