ବୀରମିତ୍ରପୁର, ୨୨ ।୧୧ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା ବୀରମିତ୍ରପୁର ଥାନା ଅଞ୍ଚଳରେ ଥିବା ୱାର୍ଡ ନମ୍ବର -୧୦ର କରବଲାରୋଡରେ ରହୁଥିବା ମହମ୍ମଦ ଅନସାରୀ ନାମକ ଜଣେ କଂସେଇ ଗାଈ ମାସଂ ବିକୁଥିବା ବେଳେ ଅନ୍ୟ ଜଣେ କଂସେଇ ମହମ୍ମଦ ସେଲେ ନସା ସେହି ଅଞ୍ଚଳର ମାଂସ ବିକ୍ରି ପାଇଁ ମନା କରିଥିଲେ । ତେବେ ମହମ୍ମଦ ଅନସାରୀ ମାଂସ ବିକ୍ରି ବନ୍ଦ ନକରିବାରୁ ରାଗିଯାଇ ସେଲେନାସା ଆକ୍ରମଣ କରି ଅନସାରୀଙ୍କୁ ଆହତ କରିଦେଇଥିଲେ । ମାରପିଟ ସମୟରେ ଖବର ପାଇ ପୋଲିସ ପହଞ୍ôଚ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିବାବେଳେ ଅଭିଯୁକ୍ତ ମହମ୍ମଦ ଅନସାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ।

Comments
Post a Comment