ବଡ଼ଗାଁ, ୧୮/୧୧ : ସୁନ୍ଦରଗଡ ରାଜସ୍ୱ ଜିଲ୍ଳାର ବଡ଼ଗାଁ ବ୍ଲକ୍ର ଗୌଡପଡାରେ ବିହାର ଅଞ୍ଚଳରୁ ଆସି ଜିରାଦେବୀ ନାମକ ଜଣେ ଅସହାୟ ମହିଳା ଗତ ୪୦ ବର୍ଷ ଧରି ରହିଆସୁଥିଲେ । ଗ୍ରାମର କୁଲୁକାଲୋଙ୍କ ଝିଅ ସୀମା ଏବଂ ଶିବାନୀ ଏହି ମହିଳାଙ୍କୁ ନିଜ ପାଖରେ ରଖି ସେବା କରୁଥିବାବେଳେ ଗତ ୫ ।୧୧ ।୧୮ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁର ୧୨ ଦିନ ପରେ ହିନ୍ଦୁ ସଂସ୍କୃତି ଅନୁସାରେ ନିଃସନ୍ତାନ ଜୀରାଦେବୀଙ୍କ ସୁଦ୍ଧକ୍ରିୟା ଗ୍ରାମବାସୀମାନଙ୍କ ସହ ଯୋଗଦେଇ ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ଯୋଗେନ୍ଦ୍ର ଲେହେରୀ ଏବଂ ରାଜକୁମାର ବରୁଆ ସମେତ ଅନ୍ୟ କର୍ମୀମାନେ ସମ୍ପନ୍ନ କରାଯାଇଥିବା ଜଣାପଡିଛି । ବଜରଙ୍ଗ ଦଳ ଦ୍ୱାରା ଅସହାୟ ବୃଦ୍ଧାଙ୍କ ଏହି ସୁଦ୍ଧକ୍ରିୟା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀମାନେ ବେଶ ପ୍ରଶଂସା କରିଛନ୍ତ

Comments
Post a Comment