ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଶ୍ଲେଷଣର ଆବଶ୍ୟକତା ରହିଛି - ହୋସୱାଲେ
ଓଡିଶାରୁ ୬୫ ଜଣ ପ୍ରତିନିଧି କୁମ୍ଭରେ ଭାଗ ନେଇଛନ୍ତି
ଭୁବନେଶ୍ୱର (ଭିଏସ୍କେ) : ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶୋଧର ଆବଶ୍ୟକତା ରହିଛି , ବର୍ତମାନ ଭାରତ ପଛୁଆ ହୋଇ ରହିନାହିଁ । ଇଂଜିନିୟରିଂ,ଟେକ୍ନୋଲୋଜି, ଅନ୍ତରିକ୍ଷରେ ମଧ୍ୟ ଶୋଧର କାର୍ଯ୍ୟକୁ ଆଗକୁ ଆଗକୁ ବଢିଚାଲିଛି । ଦେଶର ସ୍ୟୈନିକକୁ ଭରସା ପ୍ରଦାନ କରିବା ଦେଶର ସମସ୍ତ ଯୁବକଙ୍କର କର୍ତବ୍ୟ । ଦେଶର ସମସ୍ତ ଶୋଧ କାର୍ଯ୍ୟ ବିକାଶ ସହିତ ଯୋଡି ହେବା ଦରକାର ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ଶ୍ରୀ ଦତାତ୍ରେୟ ହୋସୱାଲେଜୀ ଲକ୍ଷେ୍ମ÷ାଠାରେ ଆୟୋଜିତ ଯୁବକୁମ୍ଭରେ ମତବ୍ୟକ୍ତ କରିଛନ୍ତି ।

କୁମ୍ଭ ମେଳା ପୂର୍ବରୁ ବିଭିନ୍ନ ପ୍ରକାର ବୈଚାରୀକ କୁମ୍ଭ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଗତ ଡିସେମ୍ବର ୨୩ ତାରିଖ ଠାରୁ ଯୁବ କୁମ୍ଭ ଲକ୍ଷେ୍ମା÷ର ଆସିଆନା ବଜାରସ୍ଥିତ ସ୍ମୁତି ଉପବନ ଠାରେ ଅନୁଷ୍ଠିତ ହେଉ ଅଛି । ଓଡିଶା ପୂର୍ବର ଯୁବକୁମ୍ଭ ପ୍ରାନ୍ତ ପ୍ରମୁଖ ବୀର କିଶୋର ମହନ୍ତଙ୍କ ସଂଯୋଜନାରେ ଓଡିଶା ପୂର୍ବରୁ ୬୧ ଜଣ ଯୁବକ ଓ ୪ ଜଣ ଯୁବତୀ ଏହି କୁମ୍ଭରେ ଯୋଗ ଦେଇଛନ୍ତି । ଯୁବ ପର୍ବତାରୋହୀ, ଯୁବ ସମାଜସେବୀ,ଖେଳାଳୀ, ଛାତ୍ର, ସମାଜର ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ ଯୁବକ ଓ ଯୁବତୀମାନେ ଏହି କୁମ୍ଭ ମେଳାରେ ସାମିଲ ହୋଇଛନ୍ତି ।
ଶ୍ରୀ ହୋସୱାଲେ ଏହି ଯୁବ କୁମ୍ଭକୁ ସମ୍ବୋଧନ କରି କହିଲେ କି ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସକାଳେ ଏଠାରେ ଉପସ୍ଥିତ ଥିଲେ ସେତେବେଳେ ଲୋକେ କହିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେବା ଦରକାର, ଏହା ବିଲକୁଲ ଠିକ୍ ଅଛି, ତୁରନ୍ତ ହେବା ଦରକାର, ଏକଥାକୁ ମୁଁ ସ୍ୱୀକାର କରୁଛି । ମୁଁ ଚାହୁଁଛି ଏମାନଙ୍କ ହାତରେ ଆପଣମାନଙ୍କ ସାମନାରେ ମନ୍ଦିର ତିଆରି ହେବ ।
ସେ କହିଲେ ଯେ ସୁଶିକ୍ଷିତ ଯୁବମାନଙ୍କର ଏହା ଦାୟିିତ୍ୱ ଯେ ସେମାନେ ଅନ୍ୟମାନଙ୍କର ବିକାଶ କରନ୍ତୁ । ଯୋଜନା ମାଧ୍ୟମରେ ହେବାକୁ ଥିବା ବିକାଶର ଆବଶ୍ୟକ ରହିଛି, ଆମକୁ ସମାଜର ବିଭିନ୍ନ କ୍ଷେତ୍ରରେ ସେବାର ଆବଶ୍ୟକତା ରହିଛି, ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ- ଆପଣଙ୍କ ଭିତରେ ସଂବେଦନତା ରହିଛି, ତେବେ ସେ ଦେଶର ନବ ଯୁବକମାନଙ୍କୁ ପଚାରିଥିଲେ ଯେ ଆପଣମାନଙ୍କ ସମ୍ବେଦନା ମନର କେତେଦୂର ଗଭୀରତର । ତାଙ୍କର ସେ କଥା ଆଜି ମଧ୍ୟ ପ୍ରାସଂଗିକ ।
ସହ ସରକାର୍ଯ୍ୟବାହ କହିଲେ ଯେ ଆପଣମାନେ ସଂବେଦନଶୀଳ, ଆପଣଙ୍କଠାରେ ମାର୍ଗ ରହିଛି, ଆପଣମାନେ ଅଗକୁ ମାଡି ଚାଲିଛନ୍ତି , ରାସ୍ତାରେ ଆସୁଥିବା ସମସ୍ତ ପ୍ରକାର ବାଧାକୁ ଏଡାଇ ଆଗେଇ ଚାଲିବାର କ୍ଷମତା ଆପଣମାନଙ୍କ ପାଖରେ ରହିଛି । ଆପଣମାନେ ସବୁ ଲକ୍ଷ୍ୟ ପର୍ଯ୍ୟନ୍ତ ପହଂଚି ପାରିବେ । ଯେତେ କ୍ରାନ୍ତିକାରୀ ଭାରତରେ ଜନ୍ମ ନେଇଛନ୍ତି ଏତେ ସଂଖ୍ୟାରେ ବିଶ୍ୱର ଅନ୍ୟ କେଉଁଠି ଜନ୍ମ ନେଇନାହାନ୍ତି । ତାଙ୍କ ଋଣ ପରିଶୋଧ କରିବାର ବେଳ ଆସିଛି । ବର୍ଷ ୨୦୨୫ ରେ ମହାକୁମ୍ଭ ଆସିବ , ସେତେବେଳେ ଯାଏଁ ଭାରତ ସୁରକ୍ଷା, ଶିକ୍ଷା କ୍ଷେତ୍ରରେ ଦୁନିଆଁର ଶିରୋମଣ୍ଡନ କରୁ, ଏପରି କରିବାର ଅଛି । ଯୁବକଙ୍କ ସହିତ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମନେ ହେଉଛି କି ଯେମିତି ଆମେମାନେ ମଧ୍ୟ ଯୁବକ ହୋଇଗଲୁ । ସେ କହିଲେ ଯେ ମମତା ଓ ସମତାର ଆଧାରରେ ସାରା ବସୁଧାକୁ ଏକ ପରିବାର କରିବାର ଦିନ ଆସିବା ଦରକାର । ତାର ନେତୃତ୍ୱ ଏହି ଭାରତବର୍ଷହିଁ କରିବା ଦରକାର । କେବଳ ସ୍ୱପ୍ନ ଦେଖିବା ଆମର କାମ ନୁହେଁ ।
ଲକ୍ଷେ୍ମା÷ର ଆସିଆନା ବଜାରସ୍ଥିତ ସ୍ମୁତି ଉପବନ ଠାରେ ଅନୁଷ୍ଠିତ ଯୁବକୁମ୍ଭକୁ ସମ୍ବୋଧନ କରିବା ଅବସରରେ ଯୁବ ସନ୍ନ୍ୟାସୀ ବାଗୀଶ ସ୍ୱରୂପ ଶାସ୍ତ୍ରୀ କହିଲେଯେ ଭାରତର ଯୁବ ପଛରେ ନାହିଁ , କେବେ କାହାର ପଛରେ ରହିବ ନାହିଁ । ଭାରତର ଯୁବକ ଏପରି ଅଟନ୍ତି କି ସେମାନେ ଇତିହାସ ସୃଷ୍ଟି କରନ୍ତି । ଭାରତ ଭୂମି ଧନ୍ୟ, ଯାହାର ପ୍ରଶଂସା ଦେବତାମାନେ ମଧ୍ୟ କରନ୍ତି ‘ଗାୟନ୍ତି ଦେବା କିଲ ଗୀତ କାନୀ ଧନ୍ୟାସ୍ତୁ ତେ ଭାରତ ଭୂମି ଭାଗେ’ ।
ସେ କହିଲେ କି ଏହି ସେଇ ଭାରତ ଭୂମି, ଯେଉଁଠାରେ ପରମାଣୁ ଠାରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଶୋଧ କରା ଯାଏ । ହିନ୍ଦୁ ସଂସ୍କୃତି ଉତ୍ସାହ ପୂର୍ଣ୍ଣ ସଂସ୍କୃତି ଅଟେ । ଆଦି ଶଂକରାଚାର୍ଯ୍ୟ ଶାରଦା ପୀଠର ଆଚାର୍ଯ୍ୟ ମାନଙ୍କ ସହିତ ଓ ବିଭିନ୍ନ ମତବାଦର ଆଚାର୍ଯ୍ୟଙ୍କ ଠାରୁ ଶାସ୍ତ୍ରାର୍ଥ କରି ବସିଥାନ୍ତି, ଯେଉଁ ସମୟରେ ସେ ଆଚାର୍ଯ୍ୟ ପୀଠରେ ବିରାଜିତ ହେବାକୁ ଯାଉଥାନ୍ତି ସେତିକି ବେଳେ ମା’ ଶାରଦା ତାଙ୍କୁ ବାରଣ କରିଥିଲେ , ତତ୍ପରେ ସେ ଆତ୍ମାର ନିତ୍ୟତା ଏବଂ ଶାଶ୍ୱତତାର କଥା କହି ତାଙ୍କୁ ନିରୁତର କରି ଦେଇଥିଲେ । ମା’ ଶାରଦା ସ୍ୱୟଂ ତାଙ୍କୁ ନିଜର ସର୍ବଜ୍ଞ ପୀଠରେ ବସାଇ ଥିଲେ ।
ଆଜିର ଯୁବକମାନେ ରାଷ୍ଟ୍ରର କଥାତ କହୁଛନ୍ତି, ଅଧ୍ୟାତ୍ମିକତାର କଥା କରୁଛନ୍ତି, କିନ୍ତୁ ସତ୍ୟ ଏହା କି ସେ ଆଧ୍ୟାତ୍ମ ଠାରୁ ଦୂରରେ, ଯେତେବେଳେ ଆମେ ଶିବାଜୀଙ୍କୁ ଦେଖୁଛୁ ସେତେବେଳେ ଆମେ ସ୍ୱାମୀ ରାମଦାସଙ୍କୁ ମଧ୍ୟ ଦେଖିବାକୁ ପଡିବ । ଆଧ୍ୟାତ୍ମ ନଥିଲେ ଆମେ ସମାଜ ଏବଂ ରାଷ୍ଟ୍ରର ଦୀର୍ଘ ସମୟପାଇଁ ସେବା କରିପାରିବା ନାହିଁ । ଏହି କାର୍ଯ୍ୟକ୍ରମର ସଂଚାଳନ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ରାକେଶ ଉପାଧ୍ୟାୟ କରିଥିଲେ ।
ଗୋଲଖ ଚନ୍ଦ୍ର ଦାସ

Comments
Post a Comment