ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା
ଭଦ୍ରକ,୨୧ା୧୨: ଭଦ୍ରକ ବ୍ଲକ ଅନ୍ତର୍ଗତ ଚଣ୍ଡିଗାଁ ପରିଡାସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଗୌତମ କୁମାର ବେହେରା ପିତା - ଦିଲ୍ଲିପ ବେହେରା ଓ ଛାତ୍ରୀ ବନିତା ପରିଡା ପିତା - ଭବାନି ଶଙ୍କର ପରିଡା ଚଳିତ ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି । ଏହି ବୃତ୍ତି ପରୀକ୍ଷାରେ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା ପାଇଁ ଅଭିଭାବକ ତଥା ଗୁରୁଜୀ ଗୁରୁମା ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବିଦ୍ୟାଳୟରେ ପିଲାମାନଙ୍କୁ ଉକ୍ରୃଷ୍ଟମାନର ଶିକ୍ଷା ଦିଆଯାଉଥିବାରୁ ଅଭିଭାବକମାନେ ଗୁରୁଜୀ ଓ ଗୁରାମାମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Comments
Post a Comment