ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଚାଶ ହଜାର ଶ୍ରୀରାମ ଭକ୍ତଙ୍କ ସଂକଳ୍ପ

ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଚାଶ ହଜାର ଶ୍ରୀରାମ ଭକ୍ତଙ୍କ ସଂକଳ୍ପ
ଭୁବନେଶ ୍ୱର,୯/୧୨:ସର୍ବ ଶକ୍ତ ି ମାନ ଶ୍ରୀ ପରମେଶ ୍ୱର ତଥା ନିଜର ପୂର୍ବ ପ ୁରୁଷମାନଙ୍କୁ ସାକ୍ଷୀ ରଖି ପ ୂଣ୍ୟ କ୍ଷେତ୍ର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ତନ ମନ ଧନ ପୂର୍ବକ କାର୍ଯ୍ୟରତ ହେବେ ବୋଲି ପଚାଶ ହଜାରରୁ ଉଦ୍ଧ୍ୱର୍ ଶ୍ରୀରାମ ଭକ୍ତ ଆଜି ଓଡିଶାର ରାଜଧାନୀର ରାଜ ରାସ୍ତାରେ ସଂକଳ୍ପ ନେଇଛନ୍ତି । ଅଯୋଧ୍ୟାର ଶ୍ରୀରାମଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ  ବିଶ୍ୱହିନ୍ଦୁ ପରିଷଦ ତରଫରୁ ଭୁବନେଶ୍ୱରର ଲୋଏର ପିଏମ୍ଜି ଠାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍ ନିର୍ମାଣ କରନ୍ତୁ ଏହା ହିଁ ଏକମାତ୍ର ପନ୍ଥା,ଆଜି ଭଗବାନ ଶ୍ରୀରାମଲଲା  ଯେଉଁଠାରେ ବିରାଜମାନ ହୋଇଛନ୍ତି ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ,ଅଯୋଧ୍ୟାର ସାଂସ୍କୃତିକ ପରିସୀମା  ମଧ୍ୟରେ କୌଣସି ମସଜିଦ୍ ରହିବ ନାହିଁ ଓ ଆକ୍ରମଣକାରୀ ବାବର ନାମରେ କୌଣସି ବି ସ୍ଥାନରେ ମସ୍ଜିଦ୍  ରହିବ ନାହିଁ ବୋଲି  ମଂଚରେ ଉପସ୍ଥିତ ପୂଜ୍ୟ ସାଧୁସନ୍ଥ ତଥା ବକ୍ତାମାନେ ଦାବି କରିଛନ୍ତି ।


ବିଶ୍ୱହିନ୍ଦୁ ପର ି ଷଦ, ଓଡିଶା ପୂର୍ବ ପ ୍ରାନ୍ତର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ.ନଗେନ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଏବଂ ପ ୁରୀ ବ ି ଭାଗ ସଂପାଦକ ଉମାଶଙ୍କର ଆଚାଯ ର୍୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଶାଳ ସଂକଳ୍ପ ସମାବେଶରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଗୋସେବା ଆୟୋଗର ଅଧ୍ୟକ୍ଷ ମହାମଣ୍ଡଳେଶ୍ୱର ପରମ ପୂଜ୍ୟ ସ୍ୱାମୀ ଅଖିଳେଶ ୍ୱ ରାନନ୍ଦ ମହାରାଜ ମ ୁଖ୍ୟ ଅତିଥି ର ୂପେ ଯୋଗଦେଇ ଆଶ୍ରିର୍ବଚନ ପ୍ରଦାନ କର ି କହ ି ଲେ ଯେ, ଜନ ସାଧାରଣଙ୍କ ସୁରକ୍ଷା ଦେବା ଆଇନ୍ତ ନିର୍ବାଚ ି ତ ସରକାରଙ୍କର କର୍ତବ୍ୟ କିନ୍ତୁ ହଜାର ହଜାର ହ ି ନ୍ଦୁଙ୍କ ଭାବାବେଗକୁ ଯେପର ି ପଦାଘାତ କରାଯାଇଛି ତତ୍ ସହିତ ନା ନ୍ୟାୟାଳୟ ପାଖରୁ  ଉଚିତ୍ ନ୍ୟାୟ ପାଉଛ ୁ ନା ସରକାର ଦାବ ି କୁ କର୍ଣ୍ଣପାତ କରୁଛନ୍ତି ଏହା ହିଁ ଆଜି ଦିନର ବିଡମ୍ବନା । ତେଣୁ ଜନ ସଚେତନତା ମାଧ୍ୟମରେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେଇ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରନ୍ତୁ । କେନ୍ଦ୍ରର ମୋଦି ସରକାର ଦୀର୍ଘଦିନ ହେଲା ହିନ୍ଦୁ ସମାଜର ଏହି ଦାବିକୁ ଉପେକ୍ଷା କରି ଆସିଥିଲେ ମଧ୍ୟ ବର୍ତମାନ ପ୍ରକୃଷ୍ଟ ସମୟ ଆସିଛି ଜନମତକୁ ସମ୍ମାନ ଦେବାର । ଯଦି ଜନ ଗଣଙ୍କର ମତକ ୁ ଠିକ୍ ଭାବରେ ପରିଚାଳିତ କରାନଯାଏ ଓ ରାମଲାଲାଙ୍କର ଭବ୍ୟ ମନ୍ଦିର କରା ନହ ୁଏ ତେବେ ଆଗାମୀ ଦିନରେ ଜନ ସାଧାରଣ ଏହାର ଉଚିତ୍ ଜବାବ ଦେବେ ।

 କ୍ରିୟାଯୋଗ ଆଶ ୍ରମ, ଭୁବନେଶ୍ୱର ମ ୁଖ୍ୟ ପୂଜ୍ୟ ସ୍ୱାମୀ ଶଙ୍କରାନନ୍ଦ ଗ ି ରି ଉଚ୍ଚାଧିକାରୀ ସମିତି ନିର୍ଣ୍ଣୟ ବିଷୟରେ ପ୍ରକାଶ କର ି କହ ି ଲେ ଯେ, ଜନ ପ ୍ରତିନିଧିମାନେ ଜନସାଧାରଣଙ୍କର ଦାବିକୁ ଉଚିତ୍ ମାନ୍ୟତା ଦେଇ ସଂସଦରେ ଆଇନ୍ ପ୍ରଣୟନ କରି ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବାରେ ସହଯୋଗ କରିବେ ।


 ପରିଷଦର ପ୍ରାନ୍ତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶରତ ଚନ୍ଦ୍ର ଷଡଙ୍ଗୀ ରାମଜନ୍ମଭ ୂମି ଆନ୍ଦୋଳନର ଇତିହାସ ବିଷୟରେ ପ୍ରକାଶ କର ି ଥିବା ବେଳେ ଭାରତୀୟ କିଶାନ ସଂଘର ରାଷ୍ଟ୍ରୀୟ ସଂପାଦକ ମୋହିନୀ ମୋହନ ମିଶ୍ର ଭାରତୀୟ ଜୀବନ ଆଦର୍ଶରେ ପ୍ରଭୁ ଶ୍ରୀରାମଙ୍କ ମହତ୍ୱ ଓ ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷା ଶ୍ରୀମତୀ ଟାଇଫନ ଦାଶ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମହିଳାଙ୍କ ଭୂମିକା ସଂପର୍କରେ ଆଲୋକ ପାତ କରିଥିଲେ ।


  ବନବାସୀ କଲ୍ୟାଣ ଆଶ୍ରମ, ସାଧାରଣ ସଂପାଦକ, ଲକ୍ଷ୍ମୀକାନ୍ତ ଦାଶ ବନବାସୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଷୟରେ ଆଲୋକପାତ କରିଥିବା ବେଳେ  ସମ୍ ହସ୍ପିଟାଲ,ଭୁବନେଶ ୍ୱ ରର ଡାଇରେକ ୍ଟର ଡ.ବସନ୍ତ ପତି ଶ୍ରୀ ଜଗନ୍ନାଥ ମନ୍ଦିର ସମସ୍ୟା ଓ ସମାଧାନର ମାଗ ର୍  ବିଷୟରେ ପ୍ରକାଶ କର ି ଥିଲେ । ରଷ୍ଟ ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପ୍ରାନ୍ତର ସହ-ପ ୍ରାନ୍ତ ପ୍ରଚାର ପ ୍ରମ ୁଖ ଶାରଦା ପ୍ରସାଦ ଶତପଥୀ ରାମ ଜନ୍ମଭୂମ ି ଆନ୍ଦୋଳନରେ ସଂଘର ଆଭିମୁଖ୍ୟ ବିଷୟରେ ପ ୍ର କାଶ କରିଥିବା ବେଳେ ହ ି ନ୍ଦୁ ଜାଗରଣ ସାମ୍ମୁଖ୍ୟ,ଓଡିଶା,ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ତଥା ଅଧ ô ବକ୍ତା ପରିଷଦ ପୂର୍ବକ୍ଷେତ୍ର ସାଧାରଣ ସଂପାଦକ ଅଜିତ୍ ପଟ୍ଟନାୟକ ଶ ୍ରୀରାମ ଜନ୍ମଭ ୂମିର ଆଇନଗତ ସ ୍ଥିତି ବିଷୟରେ ଆଲୋକପାତ କରିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ଭାରତ ସ୍ୱାଭିମାନ ଟ୍ରଷ୍ଟ,ପତଞ୍ଜଳିର ପ ୍ରାନ୍ତ ପ ୍ରଭାରୀ  ସ ୁଧାଂଶ ୁ ଅଧିକାରୀ,ତେରାପନ୍ଥ ଜୈନ ସମାଜ ଅଖିଳ ଭାରତୀୟ ସମିତି ସଦସ୍ୟ ପ୍ରକାଶ ବେତାଲା ପ୍ରମୁଖ ମତ ପ୍ରଦାନ କରିଥିଲେ । ସତ୍ୟନାରାୟଣ ଦାଶ ପରିଚୟ ଓ ମାଲ୍ୟାର୍ପଣ: ପ୍ରଦାନ କରିଥିବା ବେଳେ ପରିଷଦର ରାଜ୍ୟ ପ୍ରବକ୍ତା ପ୍ରମୋଦ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।         ଗୋଲଖ ଚନ୍ଦ୍ର ଦାସ         ମୋ-୯୮୬୧୦୨୮୫୫୩ 

Comments