ଭୁବନେଶ୍ୱର,୨୭/୧:ଯୋଗ ମହୋତ୍ସବ ସମିତି,ଓଡିଶା ତରଫରୁ ଦୁଇ ଦ୍ୱିବସୀୟ ରାଜ୍ୟସ୍ତରୀୟ ଯୋଗ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଜାନୁଆରୀ ୨୬ ଓ ୨୭ ଦୁଇ ଦିନଧରି ଭୁବନେଶ୍ୱରର ବଡଗଡ ସ୍ଥିତ ସରସ୍ୱତୀ ଜ୍ଞାନ ମନ୍ଦିରରେ ଅନୁଷ୍ଟିତ ହୋଇ ଯାଇଛି । ପ୍ରତିବର୍ଷ ଭଳି ଏଥର ଓଡିଶାର ସବୁ ଜିଲ୍ଲା ଓ ବ୍ଲକରୁ ସମିତିର ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଯୋଗ ପ୍ରଶିକ୍ଷକ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଦୁଇ ଦିନଧରି ଯୋଗ ଶିବିରରେ ପ୍ରଶିକ୍ଷଣ ନେବା ସହିତ ଯୋଗର ପ୍ରଚାର ପ୍ରସାର ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ଉଦ୍ଯାପନ ଉତ୍ସବରେ ମୁଖ୍ୟବକ୍ତା ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ତାଙ୍କର ଆର୍ଶୀବଚନ ପ୍ରଦାନ କରିଥିଲେ । ସମିତିର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଅଭିଭାଷଣ ଦେଇଥିଲେ ଓ ସମିତିର ସଂପାଦକ ଦିବାକର ପ୍ରସାଦ ହରିଚନ୍ଦନ ମଂଚ ପରିଚାଳନା କରିଥିଲେ ।

Comments
Post a Comment