ଭଦ୍ରକ ଜିଲ୍ଲାପାଳ ମାନନୀୟ ଶ୍ରୀଯୁକ୍ତ ଜ୍ଞାନ ଦାସଙ୍କୁ 'ରାଷ୍ଟ୍ରୀୟ ସୁରକ୍ଷା ସମିତି' ତରଫରୁ ଦାବିପତ୍ର ପ୍ରଦାନ






23 ଜାନୁଆରୀ, ନେତାଜୀ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପଥ ସଞ୍ଚାଳନ ଉପରେ ଆକ୍ରମଣ କରିଥିବା ସମସ୍ତ ଦେଶବିରୋଧୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ ଲଗେଇ ଗିରଫ ଏବଂ ଦାୟିତ୍ୱରେ ଅବହେଳା କରିଥିବା ଜିଲ୍ଲା/ପୁଲିସ ପ୍ରଶାସନର ଅଧିକାରୀ ମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବାକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସିଲାଲଙ୍କ ଉଧେସ୍ୟରେ ଭଦ୍ରକ ଜିଲ୍ଲାପାଳ ମାନନୀୟ ଶ୍ରୀଯୁକ୍ତ ଜ୍ଞାନ ଦାସଙ୍କୁ 'ରାଷ୍ଟ୍ରୀୟ ସୁରକ୍ଷା ସମିତି' ତରଫରୁ ଦାବିପତ୍ର ପ୍ରଦାନ।

Comments