ବିଶ୍ୱ ହିନ୍ଦୁ ପରିଷଦ ର ଏକ ପ୍ରତିନିଧି ଦଳ,"ମହାମହିମ ମାନ୍ୟବର ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ



କେନ୍ଦ୍ରାପଡାରେ ଗତ ତା23.01.19ରିଖ ପବିତ୍ର ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ରାଷ୍ଟୀୟ ସ୍ୱୟଂ ସେବକ ସଂଘର ପଥ ସଂଚଳନ କାର୍ଯ୍ୟକ୍ରମକୁ କିଛି ଅସାମାଜିକ,ଅରାଷ୍ଟ୍ରୀୟ,ବ୍ୟକ୍ତି ମାନେ ବଳ ପୂର୍ବକ ବାଧା ସୃଷ୍ଟି କରିବା ଓ ଏହାକୁ ପୋଲିସ ପ୍ରଶାସନ ଦେଖି ନିରବଦ୍ରଷ୍ଟା ସାଜିବା ଘଟଣା ଅତ୍ୟନ୍ତ ଦୁଃଖ ଓ ପରୀତାପ ର ବିଷୟ,ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦ ର ଏକ ପ୍ରତିନିଧି ଦଳ,"ମହାମହିମ ମାନ୍ୟବର ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତିll ଜୟ ଜୟ ଶ୍ରୀ ରାମ ll

Comments