ଝୁମ୍ପୁରା,୨୩ା୧:ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିପିନ ବିହାରୀ ଖଣ୍ଡାୟୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦା ସାଏଙ୍କ ଫୋଟ ଚିତ୍ର ନିକଟରେ ଦୀପ ପ୍ରଜ୍ଜଳନ କରିଥିଲେ । ଶ୍ରୀ ଖଣ୍ଡାୟୀ ତାଙ୍କ ବକ୍ତବ୍ୟରେ କହିଲେ ସୁବାଷ ଚନ୍ଦ୍ର ବୋଷ ଦେଶକୁ ସ୍ୱାଧୀନତା ଆଣିବା ପାଇଁ କିପରି ଇଂରେଜ ମାନଙ୍କ ସହିତ ସଂଗ୍ରାମ କରି ଦେଶର ସଫଳ ସଂଗ୍ରାମୀ ହୋଇ ପାରିଥିଲେ । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଛତ୍ର ଛାତ୍ରୀ ମାନଙ୍କ ଦିଗ ଦର୍ଶନ ଦେଇଥିଲେ । ବିଦ୍ୟାଳୟ ବରିଷ୍ଠ ଆଚାର୍ଯ୍ୟ ଚିତ୍ରସେନ ଗିରି ସ୍ୱାଧୀନତା ସଂଗ୍ରାମରେ ନେତାଜୀ ଙ୍କ ଭୂମିକା ଓ ଇଂରେଜ ମାନଙ୍କ ବିରୁଦ୍ଧରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଙ୍କ ସମ୍ପର୍କରେ ଆଲୋକପାତ କରିବା ସହିତ ଦେଶ ମାତୃକାର ସେବା ପାଇଁ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସହକାରୀ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ମଣ୍ଡଳ ଶେଷରେ ଧନ୍ୟବାର୍ଦ ଦେବା ସହିତ ଏହି ମହାତ୍ମା ମାନଙ୍କ ପରି ଦେଶ ସେବାରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ ।

Comments
Post a Comment