ପାକିସ୍ତାନ ପତାକା ଓ ଇମ୍ରାନଙ୍କ କୁଶପୁ୍ତ୍ତଳିକା ଦାହ


ଭୁବନେଶ୍ୱର, ୧୫/୨: ଗୁରୁବାର କାଶ୍ମୀରର ପୁଲୱାମାରେ ହୋଇଥିବା ଜିହାଦି ଆତ୍ମଘାତି ବିସ୍ଫୋରଣରେ ପ୍ରାଣ ହରାଇ ସହୀଦ ହୋଇଥିବା ସାହସୀ ବୀର ଯବାନମାନଙ୍କ ଆତ୍ମାର ସଦଗତି ନିମନ୍ତେ ବରଙ୍ଗଦଳ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଛି । ଏହାସହ ପାକିସ୍ତାନର ଜେହାଦି କାର୍ଯ୍ୟକଳାପର ଘୋର ନିନ୍ଦା କରିବା ସହ ପାକିସ୍ତାନ ପତାକା ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁର କୁଶ ପୁତ୍ତଳିକା ଦାହ କରାଯାଇଛି । ଅପରପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପାଇଁ ସର୍ବଦଳୀୟ ବୈଠକ ଡାକି ପାକିସ୍ତାନକୁ ଉଚିତ ଜବାବ ଦେବାକୁ ନିବେଦନ କରାଯାଇଛି ।

Comments