ରାଉରକେଲା, ୧୫ ।୨ : ଗତକାଲି ପାକିସ୍ତାନ ଦ୍ୱାରା ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରଠାରେ ହୋଇଥିବ।। ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ର ୪୪ ଜଣ ଜବାନଙ୍କ ମୃତ୍ୟୁ ବିରୁଦ୍ଧରେ ବଜରଙ୍ଗ ଦଳ ଦ୍ୱାର।। ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବଜରଙ୍ଗ ଦଳ ରାଉରକେଲା ଜିଲ୍ଲା ଶାଖାଦ୍ୱାରା ରାଜୁ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀମାନେ ଉଦିତନଗର ପଡିଆରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଏଡିଏମ ଅଫିସ ସମ୍ମୁଖରେ ପହଞ୍ôଚ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦ।। କରିବା ସହିତ ଏଥିରେ ସଂପୃକ୍ତ ଥିବ।। ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୍ସ୍ମାରକପତ୍ର ମଧ୍ୟପ୍ରଦାନ କରିଥିଲେ । ବଜରଙ୍ଗ ଦଳ ଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ଆଜିର ଏହି ବିକ୍ଷୋଭରେ ବଜରଙ୍ଗ ଦଳର ଶଙ୍କର ବର୍ମା, ନିଲପଲ, ସୁରଜ ଝା, ରଜତ ବିଶ୍ୱକର୍ମା, ରଶ୍ମିରଞ୍ଜନ ବେହେରା, ବିକାଶ କଛୁଆ, ଭେନୁ ସଏ, ଦୁର୍ଗାବାହୀ ନିର ପ୍ରୀତି ମିଶ୍ରା, ତବେସତପଥୀ, ତନୁଶ୍ରୀ ନାଏକଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦର ବିଶ୍ୱନାଥ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତଥିଲେ ।

Comments
Post a Comment