ନୂଆଦିଲ୍ଲୀ ,୨୭/୨ : ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ପରୀପେକ୍ଷିରେ ଭାରତ ମଜବୁତ ସ୍ଥିତିରେ ଅଛି । ପାକିସ୍ତାନ ସେନା ଏବେ ଯୁଦ୍ଧ ପାଇଁ ଆଦୌ ପ୍ରସ୍ତୁତ ନାହିଁ । ପୂର୍ଣ୍ଣାଙ୍କ ଯୁଦ୍ଧ ହେଲେ ପାକିସ୍ତାନ ୨ ଘଣ୍ଟା ମଧ୍ୟରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହେବ । ଏଭଳି ସ୍ଥିତିରେ ପାକିସ୍ତାନର ଭଙ୍ଗୁର ଅର୍ଥନୀତି ଦେବାଳିଆ ପାକିସ୍ତାନକୁ ସମ୍ଭାଳିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ତେଣୁ ବୁଧବାର ପାକିସ୍ତାନର ଷ୍ଟକ୍ ମାର୍କେଟ, କରାଚୀ ଷ୍ଟକ୍ ଏକ୍ସଚେଞ୍ଜ ବେଞ୍ଚମାର୍କ, କେଏସିଇ -୧୦ ପ୍ରାୟ ୮ ପ୍ରତିଶତ ବା ୩ ହଜାର ୨ଶହ ପଏଣ୍ଟ ଖସିଯାଇଛି । ଏହା ପାକିସ୍ତାନର ଦୁର୍ବଳ ଅର୍ଥନୀତିର ପରିଚୟ ଦେଇଛି । ସେପଟେ ଭାରତର ମଜବୁତ ଅର୍ଥନୀତି ଓ ଆତ୍ମ ବିଶ୍ୱାସ ଏହାର ଷ୍ଟକ୍ ମାର୍କେଟ ଗତିବିଧିରେ ମଧ୍ୟ ପ୍ରତିଫଳିତ ହୋଇଛି ବୁଧବାରେ ସେନସେକ୍ସ ମାତ୍ର ୬୮.୨୮ବା ୦.୧୯ ପ୍ରତିଶତ ହ୍ରାସ ପାଇଥିବାବେଳେ ୫୦ସେୟାର ସମ୍ବଳିତ ନିଫଟି ମାତ୍ର ୨୮.୬୫ ବା ୦.୨୬ ପ୍ରତିଶତ ହ୍ରାସ ପାଇଛି । ଭାରତୀୟ ଅର୍ଥନୀତିର ଦୃଢ଼ତା ଏହାର ଆତ୍ମବିଶ୍ୱାସର କାରଣ ବୋଲି କୁହାଯାଉିଛି ।

Comments
Post a Comment