ନୂଆଦିଲ୍ଲୀ ,୧୬/୨ : ସମଗ୍ର ବିଶ୍ୱ ଗୋଟିଏ ପଟେ ଆର ପଟେ ପାକିସ୍ତାନ । ପୁରା ବିଶ୍ୱ ପୁଲୱାମା ଘଟଣାକୁ ଆକ୍ରମଣ ଦର୍ଶାଇଥିବାବେଳେ ଆଦିଲ ଅହମ୍ମଦକୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ବୋଲି ଦର୍ଶାଇଛି । ହେଲେ ପାକିସ୍ତାନର ଗଣମାଧ୍ୟମ ଆଦିଲକୁ ସ୍ୱାଧୀନତା ସଂଗ୍ରାମୀ ବୋଲି ଦର୍ଶାଇଛି । ଦି ନେସନ୍ ଦର୍ଶାଇଛି ଯେ, ସ୍ୱାଧୀନତା ସଂଗ୍ରାମୀ ଆକ୍ରମଣ କଲେ, ଦ ଏକ୍ସପ୍ରେସ ଟ୍ରାଇବୁନ ଦର୍ଶାଇଛି ଯେ, ଏହି ଆକ୍ରମଣରେ ଜୈସ୍-ଇମହମ୍ମଦର କିଛି ସମ୍ପୃକ୍ତି ନାହିଁ । ପାକିସ୍ତାନ କିଭଳି ବିଶ୍ୱବାସୀଙ୍କୁ ବିଭ୍ରାନ୍ତ କରେ ଏହା ତାର ନଗ୍ନ ନମୁନା ବୋଲି କୁହାଯାଉଛି ।

Comments
Post a Comment