ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସହିଦ ଯବାନଙ୍କ ପାଇଁ ଦୀପଦାନ


ରାଜନଗର,୧୫ା୨: ରାଜନଗର ବ୍ଲକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶହୀଦ୍ ଜବାନଙ୍କ ପାଇଁ ତାରିଣୀ ମନ୍ଦିରରେ ସମୁହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ପରିଷଦର ନଗର ୟୁନିଟ୍ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଜାମ୍ମୁକାଶ୍ମୀରରେ ଯେଉଁଭଳି ଭାବରେ ଭାରତୀୟ ସେନାକୁ ଚକ୍ରାନ୍ତ କରି ନିଷ୍ଠୁର ଭାବେ ମାରିଦିଆଗଲା, ତାର ଦୃଢ ଜଜାବ ଦିଆଯାଉବୋଲି ନାରା ଦିଆଯାଇଥିଲା । ଏହି ଅବସରରେ ଶହୀଦ ଜବାନମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Comments