ପାକ୍ ହାଇକମିଶନଙ୍କୁ ସମନ୍


ନୂଆଦିଲ୍ଲୀ ,୧୫/୨ : ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ପାକିସ୍ତାନକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏକ ଘରିକିଆ କରିବାକୁ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯିବା ପରେ ପାକ୍ ହାଇକମିଶନଙ୍କୁ ନୂଆଦିଲ୍ଲୀ ପକ୍ଷରୁ ସମନ୍ କରାଯାଇଥିଲା । ଭାରତରେ ଅବସ୍ଥାପିତ ପାକ୍ ହାଇକମିଶନ ସୋହେଲ ମେହେମୁଦ୍ ଶୁକ୍ରବାର ବୈଦେଶିକ ମନ୍ତ୍ରାଳୟରେ ହାଜର ହୋଇଥିଲେ । ଏ ଅବସରରେ ତାଙ୍କୁ ଜବାବ ତଲବ କରାଯିବା ସହ ଜୈସ୍-ଇମହମ୍ମଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାତର ପକ୍ଷରୁ ତାଙ୍କୁ ଚେତାବନୀ ଦିଆଯାଇଛ

Comments