ରାଜନଗର,୧୫ା୨: ରାଜନଗର ବ୍ଲକ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆବାହକ ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା ତାରିଣୀ ମନ୍ଦିର ନିକଟରୁ ସମିତିର ସମସ୍ତ କର୍ମକର୍ତା ହାତରେ କ୍ୟାଣ୍ଡେଲ ଧରି ଶହୀଦ ଜବାନ ଅମର ରହେ, ପାକିସ୍ତାନ ମୁର୍ଦ୍ଦାବାଦ ପ୍ରଭୃତି ନାରା ଦେଇ, ହଂସୁଆ ସେତୁ ଦେଇ ତ୍ରିନାଥ ବଜାର, ସାନବଡଗୋପାଳପୁର ବଜାର, ରାଜନଗର ବଜାର ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ପହଂଚି ଥିଲେ ।

Comments
Post a Comment