ରାଜନଗର,୯ା୨: ରାଜନଗର ବ୍ଲକ ମହିଁଷାସୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ, ବକ୍ତୃତା, ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସୁଲେଖଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୁକା"କୁମାର ତ୍ରିପାଠି, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଦୋଳଗୋବିନ୍ଦ ଜେନା, ସମ୍ମାନୀତ ଅତିଥି ଭାବେ ହେମ"କୁମାର ବାରିକ, ପ୍ରମୋଦକୁମାର ସେଠୀ, ସ୍ନେହଲତା ମିଶ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିôତଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପକୁମାର ସ୍ୱାଇଁ, ଜାନକୀବଲ୍ଲଭ ମହାରଥୀ, କୈଳାସଚନ୍ଦ୍ର ଜେନା, ସସ୍ମିତା ନାୟକ, ଝିଲୀ ରାଉତ, ଶ୍ରଦ୍ଧାଳୀ ସ୍ୱାଇଁ, ମମତାରାଣୀ ରାଉତ, ସ୍ୱାଗତିକା ବିଶ୍ୱାଳ, ମନୀଷା ପ୍ରଧାନ, କୁସୁମ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିôତଲେ ।

Comments
Post a Comment