ଭୁବନେଶ୍ୱର, ୧୫/୨: ଗୁରୁବାର ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୧ ଜଣ ଜବାନ ଶହୀଦ ହୋଇଥିଲେ । ଶହୀଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଜବାନ ଅଛନ୍ତି । ଏହି ଦୁଇ ଜବାନ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା ।ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁରେ ହୋଇଥିବା ବେଳେ ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ । ଏହି ଘଟଣା ରାଜ୍ୟବାସୀଙ୍କୁ ଦୁଃଖିତ କରିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଏହାସହ ଶୁକ୍ରବାର ପୂର୍ବାହଓଡ଼ିଶାର ଦୁଇଜଣ ସିଆରପିଏଫ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରା ଶହୀଦ ହୋଇଛନ୍ତି । ପ୍ରସନ୍ନ ଜଗତସିଂହପୁର ଜିଲ୍ଲାର ନାଉଗାଁ ଅଂଚଳର ହୋଇଥିବାବେଳେ ମନୋଜ କଟକର ନିଆଳୀ ଅଂଚଳର ଅଧିବାସୀ ।

Comments
Post a Comment