ମିଶ୍ରଣ ପର୍ବ
୍ଡ ସ୍ୱଚ୍ଛ ଏକାମ୍ର ସମାଜିକ ସଙ୍ଗଠନର ସମସ୍ତ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ
୍ଡ ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଲେ
ଭୁୁବନେଶ୍ୱର, ତା.୨୬/୦୩: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅ୍ମକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଆଠ ମଲ୍ଲିକ ରାଜ ପରିବାରର ସଦସ୍ୟ ଶ୍ରୀ ପରେଶ ଦେଓ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ ସ୍ୱଚ୍ଛ ଏକାମ୍ର ସମାଜିକ ସଙ୍ଗଠନର ସଭାପତି ସୁଶାନ୍ତ କୁମାର ଦାସ, ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଗୋବିନ୍ଦ ପଟ୍ଟନାୟକ, ସଂପାଦକ ନକୁଳ ଖଟେଇ, କୋଷା୍ମକ୍ଷ ସ‘ିକ ଖାନ୍ ଏବଂ ସଂଯୋଜିକା ମିଲି ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ପୁରୁଣା ଭୁବନେଶ୍ୱରର ପୁଷ୍ପିତା ବେହେରା, ମୋନାଲିସା ଦାସ, ସୀତା ବେହେରା, ରୀନା ବେହେରା, ପୋଖରୀପୁଟର ପ୍ରଭାତି ଦାସ, ୟୁନିଟ୍-୬ର ,ପ୍ରମିଳା ସାହୁ, ଗାୟତ୍ରୀ ସାହୁ, , ପାତ୍ରପଡାର ପ୍ରଣିତା ପଣ୍ଡା, ଦୀପିକା ଚାନ୍ଦ, ସିଆରପି ଅଂଚଳର ଜୟନ୍ତ ନାୟକ, ମିନତୀ ବାରିକ, ଜେଲି ଦିଗଲ, ଭିଏସଏସ ନଗରର ସୁନୀଲ କୁମାର ଚାନ୍ଦ, ଜାଗମରାର ଦର୍ଗା ପ୍ରସାଦ ତ୍ରିପାଠି, ନୀଳକଣ୍ଠ ନଗରର ପ୍ରଭାତି ଲାଗୁରୀ, ମିନତି ବାରିକ, ଜୟନ୍ତା ନାୟକ, ପୀତାମ୍ବର ଦିଗୀଙ୍କ ସମେତ ଭୁବନେଶ୍ୱର ବିଭିନ୍ନ ଅଚଂଳର ପ୍ରାୟ ଶତାଧିକ କର୍ମୀ ଆଜି ବିଜେପିରେ ଯୋଗଦାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ନୂତନ ଭାବେ ଯୋଗଦାନ କରିଥିବା ସଦସ୍ୟମାନେ କହିଛନ୍ତି ।
ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment