ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅ୍ମକ୍ଷ ଶ୍ରୀ ଅମିତ ଶାହା


ଭୁବନେଶ୍ୱର,ତା.୨୭/୦୩: ଆସନ୍ତା ଏପ୍ରିଲ ୧ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅ୍ମକ୍ଷ ଶ୍ରୀ ଅମିତ ଶାହା । ଦିନ ୧୧ଟା ସମୟରେ ଶ୍ରୀ ଶାହା ପାରଲା ଖେମୁଣ୍ଡି ଠାରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେବେ । ପରେ ଉମର କୋଟଠାରେ ଅନ୍ୟ ଏକ ସଭାରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମା୍ମମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୯ ତାରିଖ ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସି ଜୟପୁରଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ । ସେହିପରି ଏପ୍ରିଲ ୨ ତାରିଖ ଦିନ ସୋମବାର ଦିନ ପ୍ରଧାନମନ୍ତ୍ରୀ କଳହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଏକ ଜନସଭାକୁ ଉଦବୋଧନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Comments