ନୟାଗଡ ଜିଲ୍ଲାର ୩ ଜଣ କାର୍ଯ୍ୟକର୍ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର


୍ଡ ନୟାଗଡ ଜିଲ୍ଲାର ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଶ୍ରୀ ସ୍ନେହ ରଂଜନ ଦାସ ଜୟସିଂ ଏବଂ ଶ୍ରୀ ପ୍ରଦୀପ ଜେନାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର,ତା.୨୭/୦୩: ବିଶୃଙ୍ଖଳା ଆଚରଣ କାରଣରୁ ଦଳରୁ ନିଲମ୍ବିିତ ହୋଇଥିବା ନୟାଗଡ ଜିଲ୍ଲାର ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଶ୍ରୀ ସ୍ନେହ ରଂଜନ ଦାସ ଜୟସିଂ ଏବଂ ଶ୍ରୀ ପ୍ରଦୀପ ଜେନାଙ୍କ ଉପରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଅଛି ବୋଲି ରାଜ୍ୟ ବିଜେପି ଗଣମା୍ମମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Comments