୍ଡ ଶ୍ରୀ ସିଂ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ରସଲପୁରଠାରେ ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ
ଭୁବନେଶ୍ୱର,ତା.୨୫/୦୩: ଆସନ୍ତାକାଲି ମାର୍ଚ୍ଚ ୨୬ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରାଷ୍ଟ୍ରଶକ୍ତି ମନ୍ତ୍ରୀ(ସ୍ୱାଧୀନ) ଶ୍ରୀ ରାଜ କୁମାର ସିଂ । ଶ୍ରୀ ସିଂ ଆସନ୍ତାକାଲି ଅପରାହ୍ନ ୨ଟା ୩୦ ମିନିଟ୍ରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ରସଲପୁର ବ୍ଲକ ମଧୁବନ ହେଙ୍ଗୁଳା ପଡିଆରେ ପହଂଚି ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମା୍ମମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
Comments
Post a Comment