ନୂତନ ମନ୍ତ୍ରୀମଣ୍ଡଳ


ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ  କେନ୍ଦ୍ର ମନ୍ତ୍ରୀ ପରିଷଦର ନିମ୍ନ ସଦସ୍ୟମାନଙ୍କୁ ବିଭାଗ ବଂଟନ ଲାଗି ଆଦେଶ ଦେଇଛନ୍ତିି ।
ଶ୍ରୀ ନରେନ୍ଦ୍ର ମୋଦୀ: ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ଏବଂ  ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ; ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ
କ୍ୟାବିନେଟ ମନ୍ତ୍ରୀ
ଶ୍ରୀ ରାଜନାଥ ସିଂହ : ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀ ଅମିତ ଶାହ : ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ
ଶ୍ରୀ ନୀତିନ ଜୟରାମ ଗଡ଼କରୀ: ସଡ଼କ ପରିବହନ ଏବଂ ରାଜପଥ; ଏବଂ  ଲଘୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା: ସାର ଏବଂ ରସାୟନ ମନ୍ତ୍ରୀ
ଶ୍ରୀମତୀ ନିର୍ମଳା ସୀତାରମଣ:ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ
ଶ୍ରୀ ରାମବିଳାସ ପାଶୱାନ: ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର: କୃଷି ଏବଂ କୃଷକ କଲ୍ୟାଣ; ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ
ଶ୍ରୀ ରବିଶଙ୍କର ପ୍ରସାଦ: ଆଇନ ଏବଂ ନ୍ୟାୟ; ଯୋଗାଯୋଗ; ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ
ଶ୍ରୀମତୀ ହରସିମରତ୍ କୌର ବାଦଲ:ଖାଦ୍ୟ ପ୍ରକ୍ରିୟା କରଣ ଉଦ୍ୟୋଗ ମନ୍ତ୍ରୀ
୧୦ ଶ୍ରୀ ଥୱର ଚାନ୍ଦ ଗେହଲଟ୍ : ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
୧୧ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର:ବୈଦେଶିକ ବ୍ୟାପାର ମନ୍ତ୍ରୀ
୧୨ ଶ୍ରୀ ରମେଶ ପୋଖରିଆଲ୍ ନିଶଙ୍କ:ମାନବ ସମ୍ବଳ ବିକାଶ ମନ୍ତ୍ରୀ
୧୩ ଶ୍ରୀ ଅର୍ଜୁନ ମୁଣ୍ଡା:ଆଦିବାସୀ ବ୍ୟାପାର ମନ୍ତ୍ରୀ
୧୪ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ:ମହିଳା ଓ ଶିଶୁ କଲ୍ୟାଣ; ଏବଂ ବୟନ ଶିଳ୍ପ ମନ୍ତ୍ରୀ
୧୫ ଡକ୍ଟର ହର୍ଷ ବର୍ଦ୍ଧନ:ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ; ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏବଂ ଭୂବିଜ୍ଞାନ ମନ୍ତ୍ରୀ
୧୬ ଶ୍ରୀ ପ୍ରକାଶ ଜାଭଡ଼େକର: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ; ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ
୧୭ ଶ୍ରୀ ପୀୟୂଷ ଗୋଏଲ: ରେଳବାଇ; ଏବଂ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ
୧୮ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ:ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ
୧୯ ଶ୍ରୀ ମୁଖ୍ତାର ଅବାସ ନକ୍ଭୀ:ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
୨୦ ଶ୍ରୀ ପ୍ରହ୍ଲାଦ ଯୋଶୀ:ସଂସଦୀୟ ବ୍ୟାପାର; ଏବଂ କୋଇଲା; ଏବଂ ଖଣି ମନ୍ତ୍ରୀ
୨୧ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ:ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ
୨୨ ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ:ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ
୨୩ ଶ୍ରୀ ଗିରିରାଜ ସିଂହ:ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ
୨୪ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍:ଜଳ ଶକ୍ତି ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର:ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀ  ରାଓ ଇନ୍ଦରଜିତ ସିଂ: ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ଏବଂ ଯୋଜନା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀପଦ ଯଶୋ ନାୟକ: ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥୀ (ଆୟୁଷ) (ସ୍ୱାଧୀନ ଦାୟିତ୍ୱ); ଏବଂ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
ଡ. ଜିତେନ୍ଦ୍ର ସିଂ: ଉତର-ପୂର୍ବାଂଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ ; ଏବଂ ମହାକାଶ ବିଭାଗ ମନ୍ତ୍ରୀ
ଶ୍ରୀ କିରଣ ରିଜିଜୁ:ଯୁବ ବ୍ୟାପାର ଏବଂ କ୍ରୀଡ଼ା (ସ୍ୱାଧୀନ ଦାୟିତ୍ୱ) ଏବଂ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ
ଶ୍ରୀ ପ୍ରହ୍ଲାଦ ସିଂ ପଟେଲ: ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ); ଏବଂ ପର୍ଯ୍ୟଟନ  ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀ ରାଜକୁମାର ସିଂ:ଏକ୍ତି (ସ୍ୱାଧୀନ ଦାୟିତ୍ୱ), ନବୀନଏବଂ ଅକ୍ଷୟ ଶକ୍ତି (ସ୍ୱାଧୀନ ଦାୟିତ୍ୱ); ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ
ଶ୍ରୀ ହରଦୀପ ସିଂ ପୁରୀ:ଆବାସ ଏବଂ ସହରାଂଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ); ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ ଦାୟିତ୍ୱ); ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ:ଜାହାଜ ଚଳାଚଳ (ସ୍ୱାଧୀନ ଦାୟିତ୍ୱ); ଏବଂ ସାର ଓ ରସାୟନ  ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଫଗନ ସିଂ କୁଲସ୍ତେ: ଇସ୍ପାତ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଅଶ୍ୱିନୀ କୁମାର ଚୌବେ:ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଅର୍ଜୁନ ରାମ ମେଘୱାଲ:ସଂସଦୀୟ ବ୍ୟାପାର; ଏବଂ ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
ଜେନେରାଲ (ସେବାନିବୃତ) ଭି.କେ ସିଂ: ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ କ୍ରିଷନ ପାଲ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଦାନଭେ ରାଓସାହେବ ଦାଦାରାଓ:ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଜି. କିଷନ ରେଡ୍ଡୀ: ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ପୁରୁଷୋତମ ରୂପାଲା: କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ରାମଦାସ ଅଠାୱଲେ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ
୧୦ ସାଧ୍ୱୀ ନିରନ ଜ୍ୟୋତି: ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ
୧୧ ଶ୍ରୀ ବାବୁଲ ସୁପ୍ରିୟୋ: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ
୧୨ ଶ୍ରୀ ସିବ କୁମାର ବାଲ୍ୟାନ୍: ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ
୧୩ ଶ୍ରୀ ଧୋତ୍ରେ ସୟ ଶାମରାଓ:ମାନବ ସମ୍ବଳ ବିକାଶ; ଯୋଗାଯୋଗ ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା
୧୪ ଶ୍ରୀ ଅନୁରାଗ ସିଂହ ଠାକୁର:ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୧୫ ଶ୍ରୀ ଅଙ୍ଗାଦି ସୁରେଶ ଚାନ୍ନାବାସାପ୍ପା: ରେଳ ରାଷ୍ଟ୍ରମନ୍ତ୍ରୀ
୧୬ ଶ୍ରୀ ନିତ୍ୟାନନ୍ଦ ରାୟ: ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୧୭ ଶ୍ରୀ ରତନ ଲାଲ କଟାରିଆ:ଜଳ ଶକ୍ତି; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ
୧୮ ଶ୍ରୀ ଭି. ମୂରଲୀଧରନ: ବୈଦେଶିକ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୧୯ ଶ୍ରୀମତୀ ରେଣୁକା ସିଂ ସରୁତା:ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୨୦ ଶ୍ରୀ ସୋମ ପ୍ରକାଶ:ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ
୨୧ ଶ୍ରୀ ରାମେଶ୍ୱର ତେଲି: ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
୨୨ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ; ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ
୨୩ ଶ୍ରୀ କୈଳାସ ଚୌଧୁରୀ: କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୨୪ ସୁଶ୍ରୀ ଦେବଶ୍ରୀ ଚୌଧୁରୀ: ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ

Comments