ବଜରଙ୍ଗ ଦଳ ଦ୍ୱାରା ଅସହାୟ ବୃଦ୍ଧ ଉଦ୍ଧାର


ରାଉରକେଲା, ୨୧ ।୬  : ଛେଣ୍ଡ ଥାନା ଅଞ୍ଚଳରେ ଥିବା କଳିଙ୍ଗବହାର ଠାରେ ଜଣେ ବୟଷ୍କ ବ୍ୟକ୍ତି ଗତ କିଛିଦିନ ହେବ ରାସ୍ତା କଡରେ ନଖାଇ ପଡି ରହି ଗୁରୁତର ଭାବେ ଅସୁସ୍ଥ ହୋଇଯାଇଥିଲେ  । ସ୍ଥାନୀୟ ଲୋକଙ୍କଠାରୁ ଏସମ୍ବନ୍ଧରେ ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ପହଞ୍ôଛ ରାସ୍ତାରେ ପଡିଥିବା ବୃଦ୍ଧକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡିଛି  ।

Comments