ଲକ୍ଷେ୍ନø, ୧୭/୬ : ଉତ୍ତର ପ୍ରଦେଶର ବାରଣାସୀ ସହରରେ ଅବସ୍ଥିତ ସମସ୍ତ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକସ୍ଥଳୀଗୁଡ଼ିକର ୨୫୦ ମିଟିର ପିରସରେ ମଦ ଓ ମାଂସ ବିକ୍ରୀ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଟକଣା ଲଗାଇଛନ୍ତି । ଏଥିସହିତ ଏହି ପ୍ରତିବନ୍ଧିତ ପରିସର ମଧ୍ୟରେ କେହି ବି ମଦ୍ୟପାନ ବା ମାଂସାହାର କରିପାରିବେ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ଏଥିପୂର୍ବରୁ ଗତ ଅପ୍ରେଲ୍ରେ ବାରାଣସୀ, ବୃନ୍ଦାବନ, ଅଯୋଧ୍ୟା, ଚିତ୍ରକୂଟ, ଦେବବନ୍ଦ, ଦେୱା ସରିଫ, ମିଶ୍ରିଖନୈମିଶାରଣାୟରେ ଅବସ୍ଥିତ ସମସ୍ତ ପୂଜାସ୍ଥଳୀରେ ମଦ ମାଂସ ବିକ୍ରୀ ଓ ସେବନ ଉପରେ କଟକଣା ଜାରି କରାଯାଇଥିଲା । ଏତଦ୍ବ୍ୟତୀତ ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ଓ ମଥୁରାରେ କୃଷ୍ଣ ଜନ୍ମଭୂମି ଓ ଆହ୍ଲାବାଦରେସ୍ଥିତ ସଂଗମସ୍ଥଳୀ ଠାରୁ ୧ କି.ମି. ପର୍ଯ୍ୟନ୍ତ ମଦ ବିକ୍ରୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଅବକାରୀ ବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତ

Comments
Post a Comment