ଭାରତୀୟ ମଜଦୁର ସଂଘ ସହ ସହବନ୍ଧିତ ଶ୍ରମିକ ସଂଗଠନ ତଥା ଆରଏସପିର ସ୍ୱୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ ରାଉରକଲୋ ଇସ୍ପାତ କାରଖାନା କର୍ମଚାରୀ ସଂଘ (ଆରଆଇକେକେଏସ) ଦ୍ୱାରା ସେକ୍ଟର ୪ ସ୍ଥିତ ସଂଘ କାର୍ଯ୍ୟାଳୟରେ ଯୋଗ ଦିବସକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଆଜି ସମଗ୍ର ବିଶ୍ୱରେ ପାଳନ ହେଉଥିବା ୫ମ ଆର୍ନ୍ତଜାତିକ ଯୋଗ ଦିବସ ଅବସରରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସକୁ ମହାଆଡମ୍ବରରେ ବିଭିନ୍ନ ସଂସ୍ଥା ଦ୍ୱାରା ପାଳନ କରାଯାଇଥିବା ଜଣାପଡିଛି । ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ସଂଘର ସାଧାରଣ ସଂପାଦକ ହିମାଂଶୁ ବଳ ମନୁଷ୍ୟ ଜୀବନରେ ଯୋଗର ଗୁରୁତ୍ୱକୁ ନେଇ ଆଲୋକପାତ କରିଥିଲେ ।

Comments
Post a Comment