ବିଛିନତା ବାଦୀଙ୍କ ପାଇଁ ଏବେ ସବୁ ରାସ୍ତାବନ୍ଦ


ଶ୍ରୀନଗର: ଏବେ ପ୍ରଶାସନ ଜାଗିଛି । ପାକିସ୍ତାନୀ ସମର୍ଥକ ବିଛିନ୍ନତାବାଦୀ ନେତା ସୟେଦ ଅଲି ଶାହ ଗିଲାନୀ ଜାମ୍ମୁ କାଶ୍ମୀର ପ୍ରଶାସନ କାଶ୍ମୀର ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ରୋକ ଲଗାଇ ଦେଇଛି୍ । ଫଳରେ ଗିଲାନୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରି ନାହାନ୍ତି । ମିଳିଥିବା ସୂଚନା ଅନୁସାରେ କାଶ୍ମୀର ବିଶ୍ୱବିଦ୍ୟାଳୟରେ ଉର୍ଦୁ ବିରୁଦ୍ଧରେ ଷଡଯନ୍ତ୍ର ଶୀର୍ଷକ ଆଲୋଚନା ଚକ୍ରରେ ସାମିଲ ହେବାକୁ ଛାତ୍ର ଛାତ୍ରୀ ମାନେ ଗିଲାନୀଙ୍କୁ ନିମନ୍ତ୍ରଣ କରିଥିଲେ । ମାତ୍ର ପ୍ରଶାସନ ତାଙ୍କୁ ନିଜ ଘରୁ ବାହାରିବାକୁ ଅନୁମତି ଦେଇ ନଥିଲା ।

Comments