ନିମାପଡ଼ା ଯୋଗ ମହୋତ୍ସବ ସମିତିର ଯୋଗ ଶିବିର


  ଆର୍ନ୍ତଜାତିକ ଯୋଗ ଦିବସ ଅବସରହେର ସ୍ଥାନୀୟ ବାରବାଟି ପଡ଼ିଆରେ ଯୋଗ ଶିବିରପ୍ରମୋଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା  । ଏଥିରେ ସମାଜସେବୀ ଶରତଚନ୍ଦ୍ର ସିଂଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଗର ଆବଶ୍ୟକତା ଅଛି ଏବଂ ଯୋଗ କଲେ ଶରୀର ଭଲ ରହିବ ବୋଲି ପ୍ରକାଶ କରିଥିଲେ  । ଉକ୍ତ ଯୋଗ ଶିବିରରେ ଯୋଗଗୁରୁ ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ପ୍ରାୟ ୧ଘଂଟା ଧରି ବିଭିନ୍ନ ମୁଦ୍ରା ମାଧ୍ୟମରେ ଯୋଗ ଶିକ୍ଷାଦାନ କରିଥିଲେ  । ନିମାପଡ଼ାର ବିଭିନ୍ନ ଧାର୍ମିକ ସଂଗଠନର ପୂର୍ଣ୍ଣ ସହଯୋଗରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା

Comments