ନୂଆଦିଲ୍ଲୀ : ୨୦୧୦ ସୁଦ୍ଧା ବିଦେଶରେ ଭାରତୀୟଙ୍କର ୪୯୦ ବିଲିୟନ୍ ଡଲାର୍ ପରିମାଣର କଳାଧନ ଗଚ୍ଛିତ ଅଛି । ଏହା ବ୍ୟତିତ ଦେଶ ଭିତରେ ମଧ୍ୟ ପ୍ରାୟ ସମାନ ପରିମାଣର କଳା ଟଙ୍କା ବିଭିନ୍ନ କ୍ଷେତ୍ରରେ ବିନିଯୋଗ ହୋଇଛି । ବିଶେଷ କରି ରିୟଲ୍ ଇଷ୍ଟେଟ୍, ସେୟାର୍ ବଜାର, ଫିଲ୍ମ, ଶିକ୍ଷା, ଟବାକୋ ଓ ମାଇନିଂ କ୍ଷେତ୍ରରେ ଏହିସବୁ କଳାଧନ ବିନିଯୋଗ ହୋଇଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସମତେ ଦେଶର ୩ଟି ପ୍ରମୁଖ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଦର୍ଶା ଯାଇଛି । ଯଦିଓ ଏହି ତଥ୍ୟ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ସମ୍ପୃକ୍ତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତରିତ କରାଯାଇ ସାରିଛ

Comments
Post a Comment