ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ୩୪ ଜଣ ହିନ୍ଦୁଙ୍କୁ ରାଜସ୍ଥାନରେ ଭାରତୀୟ ନାଗରିକତ୍ୱ ପ୍ରଦାନ କରା ଯାଇଛି । ରାଜସ୍ଥାନର ଅତିରିକ୍ତ ଶାସନ ସଚିବ (ସ୍ୱରାଷ୍ଟ୍ର) ରାଜୀବ ସ୍ୱରୁପ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜୁନ ମାସରେ ଏହି ସମସ୍ତ ୩୪ ଜଣଙ୍କୁ ନାଗରିକତ୍ୱ ପ୍ରଦାନ କରା ଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଲୋକ ମାନେ ଗତ ଏକ ଦଶନ୍ଧି ଧରି ଭାରତରେ ଥିଲେ ଓ ଭାରତର ନାଗରିକତ୍ୱ ପାଇଁ ଆବେଦନ କରଥିଲେ । ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି ।

Comments
Post a Comment