ବଲାଙ୍ଗୀର, ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ପାଳିତ


ସ୍ଥାନୀୟ ଟାଉନ ହଲ ଠାରେ ଭାରତୀୟ ମଜଦୁର ସଂଘର ୨୩ତମ ପ୍ରତିଷ୍ଠା ଦିବସ ମହାସମାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନାଲକୋ କୋଷାଧ୍ୟକ୍ଷ ବାଦଲ ମହାରଣା ଇଷ୍ଟ କୋଣ୍ଟ ରେଲୱେ ଭେଣ୍ଡର ସଂଘ ସମ୍ବଲପୁରର ଜଗଦୀଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଘ ଯୋଗଦେଇ ସଂଘର ପ୍ରତିଷ୍ଠା ଦିବସକୁ ସଫଳ କରିଥିଲେ ।

Comments