ଅନ୍ତର୍ଜାତୀୟସ୍ତରରେ ହେଲେ ଅପମାନିତ ପାକିସ୍ତାନ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌  ଖାନ୍‌ ତିନି ଦିବସୀୟ ଆଧିକାରିକ ଯାତ୍ରା ନେଇ ଆମେରିକାରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେବାକୁ କେହି ହେଲେ ଆମେରିକୀୟ ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ । । ଫଳସ୍ୱରୂପ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସି ଓ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ମେଟ୍ରୋରେ ବସି ହୋଟେଲ୍‌ ଯିବାକୁ ପଡ଼ିଛି।ତେଣୁ ଇମରାନ୍‌ ଖାନ୍‌ଙ୍କୁ ଅନ୍ତର୍ଜାତୀୟସ୍ତରରେ ପୁଣିଥରେ ଅପମାନିତ ହେବାକୁ ପଡ଼ିଛି। 

Comments